ଦୈନନ୍ଦିନ ଜୀବନ ର ସାତୋଟି ବାର୍ତ୍ତା….

ଆପଣଙ୍କର ଦୈନନ୍ଦିନ ଜୀବନକୁ ଉନ୍ନତ କରିବା ପାଇଁ ସାତୋଟି ବାର୍ତ୍ତା :

୧. ବାହାର ଖାଦ୍ୟ ପାଇଁ କମ୍ ଖର୍ଚ୍ଚ କରନ୍ତୁ (ବିଶେଷକରି ଆପଣ ପ୍ରତିଦିନ ଖର୍ଚ୍ଚ କରୁଥିବା ଚା ଏବଂ କଫି)! ତୁମ ଘରେ ରନ୍ଧା ହେଉଥିବା ତୁମ ପାଇଁ ବହୁତ୍ ଉପଯୋଗୀ ଏବଂ ଶୁଦ୍ଧ ଖାଦ୍ୟ ଭୋଜନ ଗ୍ରହଣ କରନ୍ତୁ ।

୨. ସବୁବେଳେ ହସୁଥାଅ ଏବଂ ସର୍ବଦା ନିଜ ମୁଖରେ ହସ ହସ ଚେହେରା ରଖନ୍ତୁ ।

୩. ପ୍ରତିଦିନ ପ୍ରଚୁର ମାତ୍ରା ରେ ପାଣି ପିଅନ୍ତୁ ।

୪. ପ୍ରତିଦିନ ଅଭ୍ୟାସ କରନ୍ତୁ : ଆପଣ ପ୍ରତିଦିନ 10 ମିନିଟର ଚାଲିବା ଆରମ୍ଭ କରନ୍ତି ଏବଂ ଧୀରେ ଧୀରେ ତାକୁ ବଢେଇବା ପାଇଁ ଚେଷ୍ଟା କରନ୍ତୁ ।

୫. ତୁମର ଯାହା ଅଛି ସେଥିପାଇଁ ତୁମେ ଖୁସି ରେ ରହିବା ଦରକାର ଏବଂ ତୁମର ଯାହା ନାହିଁ ସେଥିପାଇଁ ଦୁଃଖ କିମ୍ବା ଅଭିଯୋଗ କର ନାହିଁ ।

୬. ପ୍ରତ୍ୟେକ ଦିନକୁ ନୂତନ ଜୀବନ ସହିତ ବଞ୍ଚିବା ଶିଖନ୍ତୁ, ସକାଳେ ଉଠି ଏବଂ ଆଜି ତୁମେ କ’ଣ ଭଲ କରିପାରିବ ତାହା ଯୋଜନା କର ଏବଂ ତା’ପରେ ଏହାକୁ କରି ଦେଖାଅ ।

୭. ଆପଣଙ୍କ ମୋବାଇଲରେ ସବୁ ନୋଟିଫିକେସନ କୁ ସର୍ବଦା ପାଇଁ ବନ୍ଦ କରନ୍ତୁ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ, ୱାଟାସପ୍ ଇତ୍ୟାଦି ସୋସିଆଲ ମିଡିଆ ଆପ୍ଲିକେସନ କୁ ବନ୍ଦ କରନ୍ତୁ |

ତୁମର ଖୁସି ପାଇଁ ତୁମେ ନିଜେ ଅନୁଭବ କରି ପାରିବ । ତାକୁ ଉପଭୋଗ କରନ୍ତୁ।

Leave a Reply

Your email address will not be published. Required fields are marked *