Single ଝିଅ କୋଉ ଜିଲ୍ଲାରେ ଅଛନ୍ତି

ଆଜି କାଲି single ଝିଅ ମିଳିବ ପୂର୍ଣ୍ଣତଃ ଅସମ୍ଭବ କହିଲେ ମିଥ୍ୟା ହେବ ନାହିଁ । ତଥାପି ଆପଣ ଖୋଜିବାକୁ ଚାହୁଁଛନ୍ତି ତେବେ article କୁ ଆଗକୁ ପଢ଼ି ଚାଲନ୍ତୁ । Single ଝିଅ ମାନଂକ ପାଇଁ special କଲେଜ ତ ନାହିଁ ଏବଂ ପ୍ରାୟତଃ single ଝିଅ Arts ଏବଂ Science college ରେ ଆପଣ ପାଇ ପାରିବେ ।

ତେବେ ସେ କଲେଜ କୁ ଖୋଜିବା ପାଇଁ ଆପଣଙ୍କୁ ଅଳ୍ପ କଷ୍ଟ କରିବାକୁ ପଡ଼ିବ। ପ୍ରାୟତଃ single ଝିଅ ସହର ଅଞ୍ଚଳ ରେ ରୁହନ୍ତି ବୋଲି କୁହାଯାଏ । କାରଣ ଅଧିକାଂଶ ଝିଅ ସହର ରେ ଆସି ପଢନ୍ତି । କିନ୍ତୁ ଏହା ସ୍ପଷ୍ଟ ଭାବେ କହିବା ଠିକ୍ ନୁହେଁ ଯେ ସମସ୍ତେ single ଥିବେ। କାରଣ ସହର ଅଞ୍ଚଳ ରେ ଝିଅ ମାନଂକୁ ଅଧିକ freedom ଦିଆଯାଏ ଫଳତ ସେମାନେ ନିଜେ ନିଜର ସହ ପାଠି ସହିତ ସମ୍ପର୍କ ରେ ରହି ଆସନ୍ତି।

ତେବେ ସିଧା ସଳଖ କହିବାକୁ ଗଲେ ବଡ ସହର ଅପେକ୍ଷା ଛୋଟ ସହର ରେ single ଝିଅ ମିଳିବା ୯୦ ପ୍ରତିଶତ ସମ୍ଭାବ୍ୟ କୁହାଯାଇପାରେ । ତା ଅପେକ୍ଷା ଗ୍ରାମାଞ୍ଚଳ ରେ ଅଧିକ ସିଙ୍ଗଲ ଝିଅ ଦେଖିବାକୁ ମିଳେ।

ଏହାର ପ୍ରାମାଣିକ କହିବାକୁ ଗଲେ ସେମାନେ ଶୀଘ୍ର କୌଣସି ସହପାଠି ସହିତ ସଂପର୍କ ରେ ଆସନ୍ତି ନାହିଁ । ଏବଂ କୌଣସି କାର୍ଯ୍ୟ ରେ ଲିପ୍ତ ହେବା ପାଇଁ ହଜାର ଥର ଭାବନ୍ତି ଏବଂ ସେମାନଙ୍କ ମନରେ ଡର ଥାଏ।

ତେବେ ଏଠି ପୁନଃ କହି ରଖୁଛି ଯେ ସହର ଅଞ୍ଚଳ ରେ single ଝିଅ ମିଳିବେ ତାହା ପୁଣି pure virgin ଝିଅ ମିଳିବେ କିନ୍ତୁ ତାହା ଜଙ୍ଗଲ ରେ ଧଳା ହାତୀ ଖୋଜିବା ସଦୃଶ୍ୟ।

ଯଦି ଆପଣ ଖୋଜି ପାରନ୍ତି ତେବେ ଭଲ କଥା ଆଉ ଯଦି ଆପଣ ଗ୍ରାମାଞ୍ଚଳ ରେ ଖୋଜିବେ ତେବେ ଶୀଘ୍ର ପାଇ ପାରିବେ ।

ତେବେ ଅସଲ ପଏଣ୍ଟ କୁ ଆସିବା , ପ୍ରାୟତଃ single ଝିଅ ଆପଣ ଖୋର୍ଦ୍ଧା, କେନ୍ଦୁଝର, ବାଲେଶ୍ଵର, ନୟାଗଡ ଏବଂ ଗଞ୍ଜାମ ଜିଲ୍ଲା ରେ ଆପଣ ପାଇ ପାରିବେ।

ଏହି ତଥ୍ୟ ପୁରାପୁରୀ ସଠିକ୍ ନୁହେଁ କିନ୍ତୁ ଏହା ସାଙ୍ଗ ମାନଙ୍କ ସ୍ରୋତ ରୁ ଏହି ତଥ୍ୟ କୁ ସଂଗ୍ରହ କରା ଯାଇଛି । ଏହି ତଥ୍ୟ ଆପଣଙ୍କ ମନୋରଞ୍ଜନ ପାଇଁ ପୋଷ୍ଟ କରା ଯାଇଛି ।

ଯଦି ପୋଷ୍ଟ ଟି ଭଲ ଲାଗେ ତେବେ ନିଜ ସାଙ୍ଗ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।

ଯଦି ଆପଣ ଜାଣିଛନ୍ତି ଅନ୍ୟ କୌଣସି ଜିଲ୍ଳାରେ single ଝିଅ ଅଛନ୍ତି ତେବେ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।

Categories:

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading