Describe one habit that brings you joy.
My writing skills makes me very happy.
When I start writing something, my happiness doubles.
Many sentences seem to blur one after the other, connecting words to each other, giving birth to new words, and it’s never ending.
It is forced to the end and finally becomes two pages again trying to find the final word.
When I see where the meaning of the writing starts and where it reaches, I can’t even know. Indeed, it is a unique irony when the prospect of writing is awakened by the thought of sitting idle and not being able to finish when one begins to write.
In fact, it is my endless happiness that always leads me astray and I channelize that happiness through writing.
ମୋର ଲେଖନୀ କଳା ମୋତେ ବହୁତ୍ ଖୁସି ପ୍ରଦାନ କରେ।
ଯେବେ ମୁଁ କିଛି ଲେଖିବା ଆରମ୍ଭ କରେ ତେବେ ମୋ ଖୁସି ଦୁଇ ଗୁଣ ହୋଇଯାଏ ।
ଅନେକ ବିଚାର ଗୋଟିଏ ପରେ ଗୋଟିଏ ଯେମିତି ଖୁନ୍ଦି ହୋଇ ପରସ୍ପର ଶବ୍ଦ କୁ ଯୋଡ଼ି ହୋଇ ନୂଆ ଲେଖା କୁ ଜନ୍ମ ଦିଏ ଏବଂ ଶେଷ କେବେ ହୁଏ ନାହିଁ।
ଶେଷ କରିବାକୁ ବାଧ୍ୟ ହୁଏ ଏବଂ ଶେଷରେ ଅନ୍ତିମ ଶବ୍ଦ ଖୋଜି ବାକୁ ଚେଷ୍ଟା କରୁ କରୁ ପୁଣି ଦୁଇ ପୃଷ୍ଠା ହୋଇଯାଏ ।
ଯେତେବେଳେ ଦେଖେ କି ଲେଖାର ଅର୍ଥ କେଉଁଠୁ ଆରମ୍ଭ ହୋଇ କେଉଁ ସ୍ଥାନରେ ଆସି ପହଞ୍ଚି ଯାଇ ଥାଏ ତାହା ମଧ୍ୟ ମୁଁ ଜାଣି ପାରେନା।
ସତରେ ଏହା ଏକ ଅନନ୍ୟ ବିଡମ୍ବନା ଯେବେ ଖାଲି ବସେ ଲେଖିବା ପାଇଁ ଚିନ୍ତା ର ଆଶା ଜାଗ୍ରତ ହୁଏ ଏବଂ ଯେବେ ଲେଖା ଆରମ୍ଭ କରେ ସେତେବେଳେ ସରିବାର ନାମ ନେଉ ନଥାଏ।
ସତରେ ଏହି ହିଁ ମୋର ଅସୀମ ଖୁସି ଯାହା ମୋତେ ସବୁବେଳେ ପଥ ଭ୍ରାନ୍ତ କରି ଦିଏ ଏବଂ ସେ ଖୁସି କୁ ମୁଁ ଲେଖା ମାଧ୍ୟମରେ ସଜାଡି ରଖେ ।
Facebook Comments