Thoughts

Mistakes are everywhere. But people are very fond of criticizing mistakes.

What do you enjoy most about writing?

But the wrong doers never want to understand to correct the real mistake. Because everyone here thinks if I can’t do it why should he? It is true but I am not defeated. Don’t want to lose. Everyone participates in the race, but the one who finishes the race with determination to the end is truly the winner. Who loses after a while or a few days. What will he know is the fun of the race. Just think of this world as a race. No one will come to walk with you, yes, they will come to pull your legs. And says that if half the race is gone then you can’t conquer this world. To win you have to fight till the end. It has to be difficult. He has to drink hardship like water. Others may be laughing at you. He who sleeps like an ass or always works but does not get any result. But patience, the hard work will pay off in the end. Forget about losing. In everyone’s life there is some problem and there is a solution to it, just like the results of your hard work is also kept for you.

ଭୁଲ ତ ସବୁଠି ଥାଏ । କିନ୍ତୁ ଲୋକେ ଭୁଲ କୁ ନେଇ ସମାଲୋଚନା କରିବାକୁ ବହୁତ୍ ପସନ୍ଦ କରନ୍ତି । ମାତ୍ର ଭୁଲ କରୁଥିବା ଲୋକଙ୍କୁ ପ୍ରକୃତ ଭୁଲ କୁ ସୁଧାରିବା ପାଇଁ କେବେ ବୁଝେଇବା ପାଇଁ ଚାହାନ୍ତି ନାହିଁ । କାରଣ ଏଠି ସମସ୍ତେ ଭାବନ୍ତି ଯଦି ମୁଁ କରି ପାରୁନି ତେବେ ସେ କାହିଁକି କରିବ? ଏହା ସତ୍ୟ କିନ୍ତୁ ମୁଁ ହାରି ନାହିଁ। ନା ହାରିବା ପାଇଁ ଚାହେଁ । ସମସ୍ତେ ରେସ ରେ ଭାଗ ନିଅନ୍ତି କିନ୍ତୁ ପ୍ରକୃତରେ ସେ ଜିତି ଥାଏ ଯିଏ ଶେଷ ପର୍ଯ୍ୟନ୍ତ ଦୃଢ଼ତା ର ସହିତ ସେ ରେସ କୁ ସମ୍ପନ୍ନ କରି ଥାଏ । ଯିଏ କିଛି ସମୟ କିମ୍ବା କିଛି ଦିନ ପରେ ହାରି ଯାଏ। ସେ କଣ ଜାଣିବ ରେସ ର ମଜା । ଠିକ୍ ସେମିତି ଏହି ଦୁନିଆ ଭାବନ୍ତୁ ଗୋଟିଏ ରେସ । ଏଠି ଆପଣଙ୍କ ସହିତ ତାଳ ମିଳେଇ କେହି ଚାଲିବାକୁ ଆସିବେ ନାହିଁ ହଁ ଆପଣଙ୍କ ଗୋଡ ଟାଣିବାକୁ ନିଶ୍ଚୟ ଆସିବେ । ପୁଣି କହୁଛି ଯେ ଯଦି ଅଧା ରେସ ଛାଡ଼ି ଚାଲିଗଲ ତେବେ ଆପଣ ଏହି ଦୁନିଆ କୁ ଜିତି ପାରିବେ ନାହିଁ । ଜିତିବାକୁ ହେଲେ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପଡେ । କଷ୍ଟ କରିବାକୁ ପଡେ । ସେ କଷ୍ଟ କୁ ପାଣି ଭଳି ପିଇବାକୁ ପଡେ। ଅନ୍ୟ ମାନେ ତୁମକୁ ଦେଖି ହସୁଥିବେ। ଯେ ଗଧ ଭଳି ଖଟୁଛି କିମ୍ବା ସବୁଦିନେ ସେ କାମ କରୁଛି କିନ୍ତୁ ତାର କିଛି ଫଳ ପାଇ ପାରୁନି । କିନ୍ତୁ ଧର୍ଯ୍ୟ, କଷ୍ଟ ଶେଷରେ ଫଳପ୍ରଦ ହେବ। ହାରିବା ଭୁଲି ଯାଆନ୍ତୁ। ସମସ୍ତଙ୍କ ଜିବନରେ କିଛି ନା କିଛି ସମସ୍ୟା ତ ଅଛି ଏବଂ ତାର ସମାଧାନ ମଧ୍ୟ ଅଛି ଯେମିତି ଆପଣଙ୍କ କଷ୍ଟ ର ଫଳ ମଧ୍ୟ ଆପଣଙ୍କ ପାଇଁ ସାଇତା ରଖା ଯାଇଛି ।

Leave a Reply

Your email address will not be published. Required fields are marked *