Personal Goal

What was the hardest personal goal you’ve set for yourself?

Everyone has personal goals, but how much is different and how much is lost in the dark. He can say no. He only hides his own goals in his mind. Just like that, the goal in life was to become a software engineer, but the path of the goal took another turn and reached another path, which became the main goal of sacrificing for the country and now serving the country. Now that goal is leading to some smaller goals in my personal journey. Let’s see what happens next.

Advertisements

ବ୍ୟକ୍ତିଗତ ଲକ୍ଷ୍ୟ ସମସ୍ତ ଙ୍କର ଥାଏ କିନ୍ତୁ କେତେ ସାର୍ଥକ ହୁଏ ତ ଆଉ କେତେ ଅନ୍ଧାର କାଳିମା ଭିତରେ ହଜି ଯାଏ । ନା କେବେ ସେ କହି ପାରନ୍ତି । କେବଳ ମନ ଭିତରେ ଲୁଚେଇ ରଖନ୍ତି ନିଜର ଲକ୍ଷ୍ୟ। ଠିକ୍ ସେହି ଭଳି ଜିବନରେ ଲକ୍ଷ୍ୟ ତ ଥିଲା ଗୋଟିଏ ସଫ୍ଟୱେର ଇଞ୍ଜିନୟର ହେବି କିନ୍ତୁ ଲକ୍ଷ୍ୟ ର ପଥ ଆଉ ଗୋଟିଏ ମୋଡ ନେଇ ପହଞ୍ଚି ଗଲା ଅନ୍ୟ ଏକ ରାସ୍ତାରେ ଯାହା ଦେଶ ପାଇଁ ବଳିଦାନ ଦେବା ଏବଂ ଏବେ ଦେଶ ପାଇଁ ସେବା କରିବା ମୁଖ୍ୟ ଲକ୍ଷ୍ୟ ହୋଇ ଗଲା । ବର୍ତମାନ ସେ ଲକ୍ଷ୍ୟ କୁ ନେଇ କିଛି ଛୋଟ ଛୋଟ ଲକ୍ଷ୍ୟ କୁ ନେଇ ଆଗେଇ ଚାଲିଛି ମୋ ବ୍ୟକ୍ତିଗତ ପଥରେ । ଦେଖା ଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *