Traits

What’s the trait you value most about yourself?

No matter how big the problem is, I always try to balance it. Yes little time gets attached to the process but I never let myself lose. It is one of my best qualities if I say so.

କେତେ ବଡ଼ ସମସ୍ୟା ଆସିଲେ ମଧ୍ୟ ତାକୁ ସନ୍ତୁଳନ କରିବାର ପ୍ରୟାସ ମୋ ପାଖରେ ସର୍ବଦା ରହିଥାଏ। ହଁ ଅଳ୍ପ ସେ ପ୍ରକ୍ରିୟା ରେ ସଂଲଗ୍ନ ହୋଇ ସମୟ ନଷ୍ଟ ହୁଏ କିନ୍ତୁ ମୁଁ ନିଜକୁ କେବେ ହାରିବାକୁ ଦିଏ ନାହିଁ। ଯଦି କୁହା ଯାଏ ଏହା ମୋର ସର୍ବୋତ୍ତମ ଗୁଣ ମଧ୍ୟରେ ଗୋଟିଏ।

Prompt Pg 1

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading