Happy Birthday
An Act of Kindness and Renewed Faith in Humanity

It was that time again to stock up the pantry and fridge, so I meandered through the grocery store, strolling up one aisle and down the next until everything on my list was checked off. When I was standing in line with a full cart for just a few minutes, I noticed the man behind […]
An Act of Kindness and Renewed Faith in Humanity
କଟକ ର ପାଗଳ..୧
ଶ୍ରାବଣୀ ର ପରିବାର କଟକ ବାଲି ଯାତ୍ରା ଦେଖିବାକୁ ବାହାରି ଛନ୍ତି। ସେପଟେ ଶ୍ରାବଣୀ ର ସ୍ବାମୀ ବାଇକ୍ ପାର୍କିଂ କରି ଆସୁଛନ୍ତି। ହଠାତ୍ ଶ୍ରାବଣୀ ଗୋଟିଏ ପାଗଳ ସହିତ ଧକ୍କା ହୋଇଗଲା। ଶ୍ରାବଣୀ ର ପୁଅ ତାର ଡାହାଣ ହାତର ଆଙ୍ଗୁଠି କୁ ଧରି ଥାଏ। ପଚାରିଲା, କଣ ହେଲା ମାମା, ଶ୍ରାବଣୀ କହିଲା, ନାହିଁ ବାବୁ କିଛି ନାହିଁ, ଗୋଟିଏ ପାଗଳ ସହିତ ଧକ୍କା ହୋଇଗଲା। ପୁଅ, ରାହୁଲ ପାଗଳ କୁ ରାଗରେ ଚାହିଁ ରହିଲା। ଶ୍ରାବଣୀ ରାଗରେ ପାଗଳ ର ଚୁଟି କୁ ଧରି କହିଲା, ଆବେ କିଏ ତୁ, ତୋତେ କଣ ଦେଖା ଯାଉନି ? ପଛକୁ ବୁଲି ଦେଖିଲା ବେଳକୁ ପାଗଳ ବେଶରେ ଶ୍ରୀକାନ୍ତ।
ଶ୍ରାବଣୀ ର ଆଖି ବଡ ବଡ ହୋଇ ରହିଗଲା। ସେ କଣ କହିବ କିଛି ବୁଝି ପାରିଲା ନାହିଁ । ଚୁଟି କୁ ଧରିବା ଫଳରେ ପାଗଳ କୁ ଅଳ୍ପ କଷ୍ଟ ହେଉଥାଏ। ସେତିକି କଷ୍ଟ ରେ ସେ ହାତ ଯୋଡ଼ି କହିଲା, କ୍ଷମା କରିଦିଅ ଭଉଣୀ। ମୋର ଭୁଲ ହୋଇ ଯାଇଛି । ଏତିକି କହୁ କହୁ ପାଗଳ ର ଆଖିରୁ ଅଳ୍ପ ଲୁହ ବାହାରି ଗଲା। ପାଗଳ ର ଲୁହ ଦେଖି ଶ୍ରାବଣୀ ର ମଧ୍ୟ ଆଖିରୁ ଲୁହ ବାହାରି ଗଲା ।
ସେ କଣ କହିବ କିଛି ବୁଝି ପାରୁ ନଥାଏ। ଚୁଟି ରୁ ତାର ହାତ କୋହଳ ହେବାକୁ ଲାଗିଲା। ସେପଟେ ପଛ ପଟୁ ମିଥୁନ ଶ୍ରାବଣୀ ର ହାତକୁ ଧରି ପଚାରିଲା କଣ ହେଲା ଶ୍ରାବଣୀ ?? ଶ୍ରାବଣୀ କହିଲା, ନା କିଛି ନାହିଁ, ରାହୁଲ କହିଲା, ବାବା, ଏ ପାଗଳ ଟି ମାମା ସହିତ ଧକ୍କା ହୋଇଗଲା। ଏତିକି ପରେ ମିଥୁନ କହିଲା, ହଉ ଛାଡ଼, କିଛି ହୋଇନି ନା?? ଶ୍ରାବଣୀ ଏବଂ ମିଥୁନ ସହିତ ପୁଅ ସେଠୁ ଯିବାକୁ ବାହାରିଲେ।
ଶ୍ରାବଣୀ ର କୋଉଥିରେ ମନ ଲାଗୁ ନଥାଏ। କେବଳ ପାଗଳ ଶ୍ରୀକାନ୍ତ ର ଚେହେରା ତାର ଆଖିରେ ନାଚୁଥିଲା। ସେ ମିଥୁନ କୁ କହିଲା ମୁଁ ଏହି ଚେୟାର ରେ ବସୁଛି ତମେ ରାହୁଲ କୁ ନେଇ ବୁଲି ଆସ। ମିଥୁନ କହିଲା , ଆରେ ୟାର, କଣ ହେଲା? ଶ୍ରାବଣୀ ଟିକେ ବାହାନା କରି କହିଲା। ମୋର ଗୋଡ ଟିକେ ବ୍ୟଥା ହେଉଛି। ତମେ ବୁଲା ବୁଲି କରି ଆସ। ତୁମର ବୁଲାବୁଲି ସରିବା ପରେ ମୋତେ ଲାଇଭ ଲୋକେସନ ସେଣ୍ଡ କରିବ ମୁଁ ସେଠି ପହଞ୍ଚି ଯିବି । ହଁ ଭିଡିଓ ଆଉ ଫଟୋ ଉଠେଇବା ଭୁଲିବ ନାହିଁ। ମିଥୁନ କହିଲା, ତମେ ଯଦି ବୁଲିବ ନାହିଁ ତେବେ ଆମେ ମଧ୍ୟ ବୁଲିବୁ ନାହିଁ । ଶ୍ରାବଣୀ ଅଳ୍ପ ଅନୁରୋଧ କରି କହିଲା। ଦେଖ ରାହୁଲ ର ମନ ଦୁଃଖ ହେବ। ତମେ ବୁଲି ଆସ । ମୁଁ କଣ ହଜି ଯାଉଛି କି। ମୋବାଇଲ୍ ଅଛି ପର୍ସ ଅଛି। କଣ ଅସୁବିଧା ହେଲେ କଲ୍ ନହେଲେ ମେସେଜ କରିବି। ତମେ ଏବେ ଯାଅ ବୁଲାବୁଲି କର।
ମିଥୁନ ରାହୁଲ କୁ ଧରି ଆଗକୁ ବଢ଼ିବାକୁ ଲାଗିଲା । ଏପଟେ ଶ୍ରାବଣୀ ଉଠି ପାଗଳ ଶ୍ରୀକାନ୍ତ କୁ ଦେଖିବାକୁ ବାହାରିଲା । କିଛି ସମୟ ଖୋଜିବା ପରେ ସେ ଦେଖିବାକୁ ପାଇଲା। ଯେ ଶ୍ରୀକାନ୍ତ କୁ କେହି ଜଣେ କୁରକୁରେ ପ୍ୟାକେଟ ଟିଏ ଦେଲା । ସେ କୁର୍କୁରେ ପ୍ୟାକେଟ କୁ ଦେଖି ଶ୍ରୀକାନ୍ତ ଖୁସି ହୋଇଗଲା କିନ୍ତୁ ଶ୍ରାବଣୀ ର ଆଖିରୁ ଲୁହ ବାହାରି ଗଲା । ଶ୍ରାବଣୀ ଶ୍ରୀକାନ୍ତ ପାଖକୁ ଆସି ଠିଆ ହେଲା । ପାଗଳ ଶ୍ରୀକାନ୍ତ ଜାଣିଗଲା ଏବଂ ପୁଣି ଥରେ ହାତ ଯୋଡ଼ି କହିଲା ଭଉଣୀ ଦୟାକରି ମୋତେ ମାର ନାହିଁ । ଶ୍ରାବଣୀ କହିଲା ନା ନା ମୁଁ ମାରିବି ନାହିଁ । ଶ୍ରୀକାନ୍ତ ପଚାରିଲା ତମେ ମାରିବ ନାହିଁ ତ । ” ହଉ ମୁଁ ଆସୁଛି ” କହି ପାଗଳ ଶ୍ରୀକାନ୍ତ ସେ ଜାଗାରୁ ବାହାରି ବାକୁ ଲାଗିଲା । ଶ୍ରାବଣୀ ପଚାରିଲା ମୋତେ ଚିହ୍ନି ପାରୁଛ ଶ୍ରୀକାନ୍ତ ? ପାଗଳ ଶ୍ରୀକାନ୍ତ, ମୁଣ୍ଡ ହଲେଇ କହିଲା ,ନା ଜାଣିନି !!
ସେ ଆଗକୁ ବଢ଼ି ଚାଲିଲା। ଶ୍ରାବଣୀ ତାର ପଛେ ପଛେ କିଛି ଦୂର ଗଲା ପରେ। ସେ ଦେଖିବାକୁ ପାଇଲା ଯେ ଶ୍ରୀକାନ୍ତ ଗୋଟିଏ ବସ୍ତା କୁ ଉଠେଇ ଚାଲିବାକୁ ଲାଗିଲା । ଶ୍ରାବଣୀ ମଧ୍ୟ ପଛେ ପଛେ ଚାଲିଲା। ଧୀରେ ଧୀରେ ପାଗଳ ଶ୍ରୀକାନ୍ତ ମେଳା ର ଗେଟ୍ ରୁ ବାହାରି ଗଲା। ଶ୍ରାବଣୀ ମଧ୍ୟ କିଛି ବୁଝି ନ ଶୁଝି ସେ ମଧ୍ୟ ବାହାରି ଗଲା। ପ୍ରାୟ ୧ କିମି ଶ୍ରୀକାନ୍ତ ପଛରେ ଗଲା ପରେ। ଶେଷରେ ଶ୍ରୀକାନ୍ତ ଗୋଟିଏ ଛୋଟ କୁଡିଆ ଘର ଭିତରେ ପଶିବାକୁ ଲାଗିଲା।
ନା ଲାଇଟ୍ ନା ଛାତ କେବଳ ଗୋଟିଏ ଚିରା ପାଲ କୁ ଗୋଟିଏ ଗଛ ମୂଳକୁ ବନ୍ଧା ଯାଇଥିଲା ଏବଂ ତଳେ କିଛି କାର୍ଟୁନ୍ ଗତ୍ତା ପଡ଼ିଥିଲା, ଲାଗୁଥିଲା ତାହା ହିଁ ପାଗଳ ର ଗଦି । ସେ ଭିତରକୁ ପଶି ଗଲା ଏବଂ ବସ୍ତା ଭିତରକୁ ହାତ ପୁରେଇ ଗୋଟିଏ ଅଧା ଚିରା ପଲିଥିନ ଟିଏ ବାହାର କରିଲା। ଏପଟେ ଶ୍ରାବଣୀ କିଛି ଦୂରରେ ରହି ସବୁ କିଛି ଦେଖୁଥାଏ। ମେଳା ର ହାଲୋଜିନ ଲାଇଟ୍ ଯୋଗୁ ପାଗଳ ର କୁଡିଆ ମଧ୍ୟ ହାଲୁକା ଆଲୋକିତ ହେଉଥିଲା । ପଲିଥିନ ରୁ କିଛି ଦହି ବରା ବାହାର କରି ଖାଇବାକୁ ଲାଗିଲା ଏବଂ ଅନ୍ୟ ଗୋଟିଏ ପଲିଥିନ ବାହାର କରିଲା ସେଥିରୁ ଗୋଟିଏ ପ୍ଲେଟ ରେ ଅଧା ଖିଆ ବିରିଆନି ଟିକୁ ବାହାର କରିଲା। ଅଳ୍ପ ଖାଇବା ପରେ ଲାଗିଲା ଯେମିତି ବହୁତ୍ ରାଗ ଥିଲା ସେ ପାଣି ଖୋଜିବାକୁ ଲାଗିଲା ।
ସଙ୍ଗେ ସଙ୍ଗେ ବସ୍ତା ଭିତରକୁ ହାତ ପୁରେଇ ପୁଣି ଖୋଜିବାକୁ ଲାଗିଲା। ପାଣି ବୋତଲ ଟିଏ ଥିଲା କିନ୍ତୁ ପାଣି କେବଳ ଅଳ୍ପ ଥାଏ ଏବଂ ସେତକ ପାଣି ପିଇବା ପରେ ମଧ୍ୟ ତାର ରାଗ ଥମୁ ନଥାଏ। ଶ୍ରାବଣୀ ସଙ୍ଗେ ସଙ୍ଗେ ପାଖ ଦୋକାନ ରୁ ଗୋଟିଏ ପାଣି ବୋତଲ କିଣି ଆଣି ଦଉଡ଼ି ଆସି ପହଁଚିଲା ପାଗଳ ପାଖରେ। ପାଗଳ ଶ୍ରାବଣୀ ହାତରେ ପାଣି ଦେଖି ତା ମୁଖରେ ହସ ଫୁଟି ଉଠିଲା। ସେ ଏକା ତରକେ ପୁରା ବୋତଲ କୁ ପିଇ ଦେଲା। ପାଗଳ ଶ୍ରାବଣୀ ର ମୁହଁ ଦେଖି ପାରୁ ନଥାଏ। କାରଣ ଆଲୋକ ର ଅପର ପକ୍ଷେ ସେ ଠିଆ ହୋଇଥାଏ। ହଠାତ୍ ମେଳା ର ଜେନେରେଟର ବନ୍ଦ ହେବା ଯୋଗୁ ପ୍ରାୟ ୧୫ ସେକେଣ୍ଡ ପାଇଁ ଲାଇଟ୍ ବନ୍ଦ ହୋଇଗଲା।
ଠିକ୍ ୧୫ ସେକେଣ୍ଡ ପରେ ପାଗଳ ଆଉ ସେ ଝିଅ କୁ ଖୋଜି ପାଇଲା ନାହିଁ। ପାଗଳ ମଧ୍ୟ ବସ୍ତା କୁ ମୁଣ୍ଡ ତଳେ ରଖି ତକିଆ କରି ଶୋଇ ବାକୁ ଲାଗିଲା । ଏପଟେ ଦୋକାନ ଆଢ଼ୁଆଳରେ ଶ୍ରାବଣୀ ନିଜ ଆଖି ଲୁହ କୁ ରୋକି ନ ପାରି ପୁଣି କାନ୍ଦିବାକୁ ଲାଗିଲା। ଠିକ୍ ଏତିକିବେଳେ ଗୋଟିଏ ସହାନୁଭୂତି ହାତ ଆସି ଶ୍ରାବଣୀ ର ମୁଣ୍ଡ ଉପରେ ରହିଲା । ପଛକୁ ବୁଲି ଦେଖିଲା ବେଳକୁ ସେ ଥିଲା ମିଥୁନ।
ମିଥୁନ କୁ ଦେଖି ଶ୍ରାବଣୀ ର ଯେମିତି ଦେହ ହାତ ଥରିବାକୁ ଲାଗିଲା। ମିଥୁନ କହିଲା କଣ ହେଲା ଶ୍ରାବଣୀ ? ଶ୍ରାବଣୀ କଣ କହିବ କିଛି ଭାବି ପାରୁ ନଥାଏ। ମିଥୁନ ପଚାରିଲା, ସେ ତମକୁ ଚିହ୍ନି ପାରୁଛି?? ଶ୍ରାବଣୀ ର ଆଖି ବଡ ବଡ କରି ମିଥୁନ କୁ ଚାହିଁ ପୁଣି ତାର ଆଖିରୁ ଲୁହ ବାହାରି ଗଲା। ଶ୍ରାବଣୀ ର ହାତ ଆପେ ଆପେ ଯୋଡ଼ି ହୋଇଗଲା। ଶ୍ରାବଣୀ ର ଯୋଡ଼ା ହାତକୁ ଧରି ମିଥୁନ କହିଲା । କିଛି ନାହିଁ ଚାଲ, ଏବେ ଘରକୁ ଯିବା ?? ଶ୍ରାବଣୀ ର ମୁଖରେ କିଛି ଉତ୍ତର ନଥିଲା। ସେ ସେଠୁ ଚାଲିଲେ ବାଇକ୍ ଷ୍ଟାଣ୍ଡ କୁ । ସେଠି ଚୁପ୍ ଚାପ୍ ତିନି ଜଣ ଘର ଅଭିମୁଖେ ଚାଲିଲେ। ରାତିରେ ଶ୍ରାବଣୀ ର ଘର ଯେମିତି ନିଶବ୍ଦ ହୋଇ ପଡ଼ିଥିଲା । ବାଲି ଯାତ୍ରା ରୁ ମିଥୁନ ଖାଇବା ପାର୍ସଲ ନେଇ ଆସିଥିଲା କିନ୍ତୁ ଶ୍ରାବଣୀ ମନରେ ଗୋଟିଏ ଭୟ ସୃଷ୍ଟି ହୋଇ ଯାଇଥାଏ ।
(କଣ ହେବ ଆଗକୁ? କଣ ମିଥୁନ ଶ୍ରାବଣୀ ଉପରେ ରାଗି କିଛି ଭୁଲ କରିବ ନାହିଁ ତ, ତେବେ ଆଗକୁ ପଢ଼ନ୍ତୁ )
କଟକ ର ପାଗଳ…2
ହେଲେ ଶ୍ରାବଣୀ କୁ ସେ ଭୟରେ ଭୋକ ଲାଗୁ ନଥାଏ। ମିଥୁନ ପାଖେ ଆସି ବସିଲା ଏବଂ ଶ୍ରାବଣୀ କୁ ଛୁଇଁବା ପରେ ସେ ଯେମିତି ଚମକି ପଡ଼ିଲା, ଶ୍ରାବଣୀ କହିଲା, ସରୀ ମିଥୁନ । ମୁଁ ଭୁଲ କରିଛି ମୋତେ କ୍ଷମା କରିବ। ମିଥୁନ ଶ୍ରାବଣୀ କୁ କୋଳେଇ ନେଇ କହିଲା। ଆରେ ପାଗଳି ମୁଁ କିଛି କହିଲି କି? ମୁଁ ରାଗିନି ମଧ୍ୟ, ତମେ କାହିଁକି ସେମିତି ଭାବୁଛ ? ଶ୍ରାବଣୀ ପୁଣି ପଚାରିଲା, ତମେ ମୋ ଉପରେ କାହିଁକି ରାଗିନ, ମୁଁ ତମକୁ ମିଛ କହିଥିଲି। ପ୍ରକୃତରେ ମୁଁ ସେ ଶ୍ରୀକାନ୍ତ କୁ ଦେଖିବାକୁ ସେଠି ବାହାନା କରି ରହି ଯାଇଥିଲି। ମିଥୁନ ,ମୁଣ୍ଡ ହଲେଇ କହିଲା। ହଁ ଜାଣିଛି, ସେଠୁ କଣ ହେଲା ? ତୁମର ଇଛା ହେଲା ତୁମେ ରହିଲ ଏଥିରେ ମୁଁ ରାଗିବି କାହିଁକି ? ପାଖରେ ଠିଆ ହୋଇ ରହିଥିବା ପୁଅ ରାହୁଲ କହିଲା । ଜାଣିଛ ମାମା , ବାବା ମୋ ପାଇଁ କିଛି କିଣି ଦେଲେ ନାହିଁ, କେବଳ ତୁମ ପଛେ ପଛେ ଯିବାକୁ କହିଲେ । ମୁଁ ପଚାରିଲି କାହିଁକି ? ତେବେ ବାବା କହିଲେ ଆଜି ମାମା ଯୁଆଡେ ଯୁଆଡେ ବୁଲିବ। ଆମେ ମଧ୍ୟ ତାଙ୍କ ପଛେ ପଛେ ବୁଲିବା।
ଏତିକି ଶୁଣି ଶ୍ରାବଣୀ ର ଚେହେରା ଯେମିତି ଲଜ୍ୟା କର ସ୍ଥିତି ଗଠିତ ହେବାରେ ଲାଗିଲା। ମିଥୁନ କହିଲା, କିଛି କଥା ନାହିଁ, ମୁଁ କିଛି ଭାବିନି ଆଉ ତମ ଉପରେ ମୋର ବିଶ୍ବାସ ଅଛି। ଆରେ ତମ ସହିତ ମୁଁ ଗତ ୬ ବର୍ଷ ହେଲା ଅଛି । ମୁଁ ତମକୁ ଭଲ ଭାବରେ ଜାଣିଛି। ତମେ କଣ କର, କଣ ଭାବ, ମୁଁ ସବୁ ଜାଣେ । ଆଉ ଏଇଟା କେମିତି ଲୁଚି ରହିଥାନ୍ତା କୁହ ? ଶ୍ରାବଣୀ କହିଲା, ନା ମିଥୁନ ମୁଁ ଶ୍ରୀକାନ୍ତ ବିଷୟରେ କିଛି ଜାଣି ନଥିଲି। ତମକୁ ଯାହା ଯାହା କହିଛି ସବୁ ସତ କଥା, ଆଉ ତା ସହିତ ଶେଷ ଦେଖା ପରେ ମୁଁ ତାକୁ ଖୋଜିନି କି କେବେ ଦେଖିନି। ବାହା ଘର ପର୍ଯ୍ୟନ୍ତ ଅଳ୍ପ ମନେ ପଡ଼ୁଥିଲା କିନ୍ତୁ ପରେ ସବୁ ଭୁଲିଗଲି । ମିଥୁନ କହିଲା ତମେ ସିନା ଭୁଲିଗଲ ହେଲେ ମୁଁ ଭୁଲି ପାରିଲି ନାହିଁ । ଶ୍ରାବଣୀ, ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା ।
ଶ୍ରାବଣୀ ପଚାରିଲା, ମୁଁ ବୁଝି ପାରିଲିନି ମିଥୁନ । ପ୍ଲିଜ୍ ଖୋଲି କରି କୁହ ? ହଉ ଶୁଣ , ଯଦି ଧର୍ଯ୍ୟ ଅଛି ତେବେ ଶୁଣ !! ତମର ଆଉ ଶ୍ରୀକାନ୍ତ ର କଲେଜ ଝଗଡ଼ା ହେବା ପରେ ତମେ ତାକୁ କହିଥିଲ ନା, ମୋ ପିଛା କରିବା ଛାଡି ଦିଅ। ଶ୍ରାବଣୀ ହଁ କରିଲା, ସେ ପୁଣି ଥରେ ତୁମକୁ କ୍ୟାଣ୍ଟିନ ରେ ପ୍ରପୋଜ କରିଲା ଏବଂ ସର୍ତ୍ତ ରଖିଲା ଯେ ଏହି ପ୍ରପୋଜ୍ ର ଉତ୍ତର ମୋତେ ପରେ ଦେବ ବୋଲି କହିଥିଲା ଏବଂ ତା ପର ଦିନ ଠାରୁ ସେ କଲେଜ ଆସିନି। ଶ୍ରାବଣୀ ହଁ ଠିକ୍ କଥା କିନ୍ତୁ ତମେ ଏତେ କଥା କେମିତି ଜାଣିଲ। ମିଥୁନ କହିଲା, ତମ ବାୟୋଲୋଜି କ୍ଲାସମେଟ ସୁନୟନା କୁ ଜାଣିଛ। ହଁ ହଁ, ଶ୍ରାବଣୀ କହିଲା, ହଁ ସେ ତ ମୋର ସାଙ୍ଗ, ତାକୁ କେମିତି ଜାଣିଲ। ସୁନାୟନା ମୋର ପିଲା ଦିନ ର ସାଙ୍ଗ। ଆମେ ପିଲା ଦିନେ କଲିକତା ରେ ପଡୋଶୀ ଥିଲୁ। ତାଙ୍କ ବାପା ଏବଂ ଆମ ବାପା ସେଠି ରହୁଥିଲେ। ଚାକିରି ଅଲଗା ଥିଲା କିନ୍ତୁ ରୁମ୍ ଗୋଟିଏ ବିଲ୍ଡିଂ ରେ ଥିଲା ଏବଂ ଆମେ ଦୁହେଁ ପିଲା ଦିନୁ ଏବେ ପର୍ଯ୍ୟନ୍ତ contact ରେ ଥିଲୁ।
ତମ କଲେଜ ସମୟରେ ମୁଁ କଲିକତା ରେ ପଢ଼ୁଥିଲି ଏବଂ ତମେ କଟକ ରେ ପଢ଼ୁଥିଲ । ସେ ମୋତେ ତୁମ ବିଷୟରେ ସବୁ କଥା କହୁଥାଏ। ଏମିତି କି ଶ୍ରୀକାନ୍ତ କଥା ମଧ୍ୟ ମୋତେ ସବୁ କହିଛି। ଶ୍ରାବଣୀ, ମୁଣ୍ଡରେ ହାତ ଦେଇ ବସିଲା। ମିଥୁନ କହିଲା ଚିନ୍ତା କରିବା ଦରକାର ନାହିଁ। ତମେ ମୋତେ କିଛି କହିବା ଦରକାର ନାହିଁ। ତମଠୁ ଅଧିକ ଶ୍ରୀକାନ୍ତ କଥା ମୁଁ ଜାଣିଛି। ସେ ଯୋଉଦିନ ତମକୁ ଅପେକ୍ଷା କରି କହି ଚାଲିଗଲା। ସେ ସିଧା ଯାଇ ପହଁଚିଲା କୋଝିକୋଡ଼ (କେରଳ) ରେ। ପ୍ରାୟ ୨ ବର୍ଷ ସେଠି ରହିବା ପରେ ସେ ପୁଣି ଆସିଲା ବେଙ୍ଗଲୋର୍ ରେ ପହଁଚିଲା । ସେ ସେଠି ନିଜ ପାଇଁ ଗାଁ ରେ ଜାଗା କିଣି ଘର କରିଲା । ସେ ତମ ଖବର ରଖିଥିଲା କିନ୍ତୁ ୩ ବର୍ଷ ପୂରିବା ପୂର୍ବରୁ ସେ ତୁମ ପାଖକୁ ଆସି ତୁମକୁ ପ୍ରାପୋଜ କରି ତୁମକୁ ବିବାହ ପାଇଁ କହିଥାନ୍ତା କିନ୍ତୁ ଟ୍ରେନ ରେ କିଛି ଅଘଟଣ ଘଟି ଗଲା ।
କିଛି ଚୋର ଶ୍ରୀକାନ୍ତ ର ଜିନିଷ ନେଇ ପଳେଇ ଯିବା ସମୟରେ ସେ ସେମାନଙ୍କୁ ଅଟକେଇ ବାକୁ ଚେଷ୍ଟା କରିଲା କିନ୍ତୁ ଚୋର ମାନେ ତାକୁ ବିରୋଧ କରି ତାଙ୍କୁ ଟ୍ରେନ ରୁ ଧକ୍କା ଦେଇ ଖସି ପଳେଇ ଗଲେ।
ତାପରେ ତାର ଆଉ ଖବର ନାହିଁ । ଦେଖୁ ଦେଖୁ ପୁଣି ଗୋଟିଏ ବର୍ଷ ବିତିଗଲା । ତମ ଘର ଲୋକ ମଧ୍ୟ ପୁଅ ଖୋଜିବାରେ ଲାଗିଲେ। ତମ ବିଷୟରେ ମୁଁ ଖବର ରଖିଥିଲି। ଏମିତି ରେ ତମ ସହିତ ଘଟିଥିବା ଘଟଣା କୁ ଭୁଲି ତମକୁ ମୁଁ ଆପଣେଇବାକୁ ଚେଷ୍ଟା କରିଲି ଏବଂ ଅନୁଭବ କରିଲି ଯେ ତମେ ମଧ୍ୟ ଶ୍ରୀକାନ୍ତ କୁ ଭୁଲି ସାରିଛ। ଦେଖୁ ଦେଖୁ ୬ ବର୍ଷ ବିତିଗଲା । ମାତ୍ର ଏବେ ଗତ ଛଅ ମାସ ହେଲା ବେଙ୍ଗଲୋର ରେ ଏଠିକାର କିଛି ଲୋକ ରହନ୍ତି । ସେମାନେ ଶ୍ରୀକାନ୍ତ କୁ ଚିହ୍ନି ତାକୁ କଟକ ନେଇ ଆସିଲେ । ଶ୍ରୀକାନ୍ତ, ନିଜ ଘର ଲୋକ କୁ ମଧ୍ୟ ଚିହ୍ନି ପାରୁନି । ଶେଷରେ ସେ ଘର ଛାଡ଼ି ଏଠି ବାହାରେ ବୁଲୁଛି ।
ଏତିକି ଶୁଣି ଶ୍ରାବଣୀ ର ଆଖିର ଲୁହ ଦାଗ ଯେମିତି ଶ୍ରାବଣୀ ର ଗାଲ ରେ ଦାଗ ହୋଇ ଚାଲି ଥିଲା । ସେତେବେଳେ ଶ୍ରାବଣୀ ପୁଣି କାନ୍ଦିବାକୁ ଲାଗିଲା । ସେତେବେଳେ ରାହୁଲ, ଶୋଇ ପଡ଼ିଥାଏ । ରାହୁଲ ଅଳ୍ପ ଖାଇ ଥାଏ କିନ୍ତୁ ମିଥୁନ ର ବାଧ୍ୟକତାରେ ଶ୍ରାବଣୀ ଦୁଇ ମୁଠା ଖାଇ ଦୁହେଁ ଶୋଇଲେ ।
ରାତି ପାଇଲା ପରେ ଶ୍ରାବଣୀ ମିଥୁନ କୁ ଅନୁରୋଧ କରି କହିଲା । ମିଥୁନ ତମକୁ ଗୋଟିଏ ଅନୁରୋଧ କରିବି । ମିଥୁନ ପଚାରିଲା କୁହ ? ତମେ ରାଗିବ ନାହିଁ ତ? ତମ ହସ୍ପିଟାଲ ରେ ଶ୍ରୀକାନ୍ତ ଙ୍କ ଚିକିତ୍ସା ହୋଇ ପାରିବ କି ? ମିଥୁନ କହିଲା, ତମେ ଭାବିବା ପୂର୍ବରୁ ଶ୍ରୀକାନ୍ତ ର ଘର ଲୋକ ଆଗରୁ ଆମ ହସ୍ପିଟାଲ କୁ ଆସି ସାରି ଥିଲେ ଏବଂ ଚିକିତ୍ସା ପାଇଁ ଡାକ୍ତର ପ୍ରଫୁଲ୍ଲ ସହିତ କଥା ହେଲେ ଏବଂ ସେହି ସମୟରେ ମୁଁ ସେଠି ପାଖରେ ଥିଲି କିନ୍ତୁ ଡାକ୍ତର ପ୍ରଫୁଲ୍ଲ କହିଲେ ଯେ ମସ୍ତିଷ୍କ ର ଯୋଉ ଭାଗରେ ଆଘାତ ଲାଗିଛି ଯଦି ତାକୁ ସର୍ଜରୀ କରାଯାଏ ତେବେ ଶ୍ରୀକାନ୍ତ ର ଜୀବନ ପ୍ରତି ବିପଦ ଅଛି ତେବେ ସେ କୋମା କୁ ଯାଇ ପାରେ କିମ୍ବା ତାର ଜୀବନ ମଧ୍ୟ ଯାଇ ପାରେ। ଏମିତି ଶୁଣିବା ପରେ ତାଙ୍କ ଘର ଲୋକ ମଧ୍ୟ ଏହି ସର୍ଜରୀ କରିବା ପାଇଁ ମନା କରିଦେଲେ ।
ଶ୍ରାବଣୀ ପୁଣି ଥରେ ନିରୁପାୟ ହୋଇଗଲା ଏବଂ ନିଜକୁ ଧିକ୍କାର ମନେ କରି କହିଲା ଏ ସବୁ ର ମୂଳ କାରଣ ହେଉଛି ମୁଁ, ମୋତେ ଶାସ୍ତି ମିଳିବା ଦରକାର। କାରଣ ମୋ ଯୋଗୁ ଗୋଟିଏ ଜୀବନ ଏବଂ ତାର ହସ ଖୁସି ସବୁ ମାଟିରେ ମିଶିଗଲା।
ମିଥୁନ ପୁଣି କୁଣ୍ଢେଇ ନେଲା ଶ୍ରାବଣୀ କୁ ଏବଂ ଦୁଃଖରେ ପୁଣି କେତେ ଯେ ଲୁହ ବାହାରିଗଲା । ଶ୍ରାବଣୀ କୁ ଆଶ୍ଵାସନା ଦେଇ ମିଥୁନ କହିଲା । ମୁଁ ଶୁଣିଛି ଶ୍ରୀକାନ୍ତ ଯେତେବେଳେ ଟ୍ରେନ ରୁ ତଳେ ପଡ଼ିଗଲା ସେ ସମୟରେ ତାର ମୁଣ୍ଡ କେଉଁ ଲୁହ କିମ୍ବା ପଥର ରେ ବାଜି ଗଲା ସେ ବହୁତ୍ ଦିନ ପର୍ଯ୍ୟନ୍ତ ଅଚେତ୍ ଅବସ୍ଥାରେ ଥିଲା। ତା ପରେ ଗୋଟିଏ ସହକାରୀ ସଂସ୍ଥା ତାର ଚିକିତ୍ସା ପାଇଁ ଭରଣ ପୋଷଣ କରିବା ଦ୍ୱାରା ଚିକିତ୍ସା ରେ ସୁଧାର ହୋଇ ତାର ହୋସ୍ ଆସିଲା କିନ୍ତୁ ସେ ସବୁଦିନ ପାଇଁ ପାଗଳ ହୋଇଗଲା।
ଶ୍ରାବଣୀ, ମିଥୁନ ର ବାହୁ ବନ୍ଧନ ରୁ ଅଲଗା ହୋଇ ପୂଜା ଘରେ ଯାଇ ଭଗବାନ ଙ୍କୁ ବହୁତ୍ ଗୁହାରି କଲା କିନ୍ତୁ ଯାହା କପାଳ ଲିଖନ ତାହା କେବେ ବଦଳିବ ନାହିଁ।
ଆଜି ମଧ୍ୟ ସେ ପାଗଳ କଟକ ର ଗଳି ସନ୍ଧି ରେ ନିଜ ପାଇଁ କୁତ୍ରୀମ କୁଡିଆ ରେ ଆଶ୍ରୟ ହୋଇ ନିଜ ଦିନ କାଟୁଛି। କଷ୍ଟ ହେଲେ ମଧ୍ୟ ସେ ସବୁ ସହି ଯାଉଛି। ସେ ସମସ୍ତଙ୍କୁ ଜାଣେ ଏବଂ ଭୁଲିବା ପାଇଁ ଚେଷ୍ଟା କରେ। ଏମିତି କି ଯେତେବେଳେ ଶ୍ରାବଣୀ କୁ ମଧ୍ୟ ପ୍ରଥମ କରି ଦେଖିଲା ସେ ଚିହ୍ନି ପାରିଥିଲା କିନ୍ତୁ ଶ୍ରାବଣୀ ର ଖୁସିର ସଂସାର ରେ ସେ ବାଧା ହେବାକୁ ପୁଣି ଚେଷ୍ଟା କରିଲା ନାହିଁ। ସେ ଯାହାକୁ ପ୍ରତିଶ୍ରୁତି ଦେଇଥିଲା ସେ ତ ଅପେକ୍ଷା କରି ପାରିଲା ନାହିଁ ତେବେ ତାକୁ ଏମିତି ମୁହୂ୍ତ୍ତରେ ଚିହ୍ନି କଣ ଉପକାର କରିଥାନ୍ତା ସେ।
ସେ ଆଜି ମଧ୍ୟ ବୁଲୁଛି । ଜାଣି ଜାଣି ନିଜକୁ କଷ୍ଟ ଦେଉଛି। ପ୍ରତିଦିନ କେବଳ ଦୁଃଖ ଆଉ କଷ୍ଟ ରେ ବଞ୍ଚିବାକୁ ଚେଷ୍ଟା କରୁଛି କିନ୍ତୁ ଦୁନିଆ ତା ଆଗରେ ସେ ନିରୁପାୟ। ସତ୍ୟ ଏହା ଯେ ସେ ପାଗଳ ଟିଏ କିନ୍ତୁ ପ୍ରକୃତରେ ସେ ଭଲ ମଣିଷ ଟିଏ ଥିଲା। କେବଳ ଭୁଲ ଥିଲା ଯେ ଗୋଟିଏ ଝିଅ କୁ ଅନ୍ତରରୁ ଭଲ ପାଇବା ତାର ବହୁତ୍ ବଡ ଭୁଲ ଥିଲା ଏବଂ ସେହି ଭୁଲ ର ପ୍ରାୟଶ୍ଚିତ ସେ ପ୍ରତିଦିନ ନିଜକୁ ଦେଇ ଚାଲିଛି।
ଶ୍ରାବଣୀ ବେଳେ ବେଳେ ଶ୍ରୀକାନ୍ତ କୁ ବାଟ ଘାଟରେ ଦେଖି ଦେଲେ କିନ୍ତୁ ଲୁହ ଛଳ ଛଳ ରେ ନିରୁପାୟ ହୋଇ ନିଜ ପରିବାର ସହିତ ଫେରି ଯାଏ ଏବଂ ବର୍ତ୍ତମାନ ସେ ସାଜିଛି କଟକ ର ପାଗଳ । କେତେବେଳେ ସେ କେଉଁଠି ଠିକଣା ବିହୀନ ହୋଇ ବୁଲୁଛି ସେ ପାଗଳ ।
ଶ୍ରୀକାନ୍ତ, ଶ୍ରାବଣୀ କୁ ପ୍ରତିଶ୍ରୁତି ଦେବା ଟା କଣ ଭୁଲ ଥିଲା ? ନା ଶ୍ରାବଣୀ ଜାଣିଶୁଣି ଶ୍ରୀକାନ୍ତ କୁ ଅନାଦର କରୁଥିଲା ? ଶ୍ରାବଣୀ ଯଦି ଥରେ କହିଥାନ୍ତା ଯେ ,ହଁ ଶ୍ରୀକାନ୍ତ ମୁଁ ତୁମକୁ ଭଲ ପାଏ । ଏହି ଶବ୍ଦ ରେ ଶ୍ରୀକାନ୍ତ ବୋଧେ ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟ ର ଦ୍ବାରସ୍ଥ ହୋଇ ନଥାନ୍ତା !! କିନ୍ତୁ କଣ ଥିଲା ପ୍ରକୃତ ରହସ୍ୟ ? ଯଦି ଆପଣ ମାନଙ୍କ ମନରେ ଏମିତି ପ୍ରଶ୍ନ ଘୁରି ବୁଲୁଛି ତେବେ କମେଣ୍ଟ ବାକ୍ସ ରେ ଲେଖିବା ପାଇଁ ବାଧ୍ୟ ହେବେ ।
ଗଳ୍ପ ଟି ଅଧିକ ଦୁଃଖଦ ମୟ କିନ୍ତୁ ଗାଳ୍ପିକ ଆପଣଙ୍କୁ ଦୁଃଖୀ କରିବା ପାଇଁ ପ୍ରୟାସ କରି ନାହାନ୍ତି। ଯଦି ସତ୍ୟ ଭାବରେ ନିଆ ଯାଏ ତେବେ ହୃଦୟ ରୁ ଭଲ ପାଉଥିବା ମଣିଷ ର ଆଖିରୁ ଟୋପାଏ ଲୁହ ତ ନିଶ୍ଚୟ ବାହାରି ଯିବ, ଆପଣ କେତେ ଚେଷ୍ଟା କରିଲେ ମଧ୍ୟ ସେ ଲୁହ ମିଶା କୋହ କୁ ରୋକି ପାରିବେ ନାହିଁ ।
ଗଳ୍ପ ଟି ଶେଷ ପର୍ଯ୍ୟନ୍ତ ପଢି ଥିବା ଯୋଗୁଁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ।
ଆପଣଙ୍କ ପ୍ରିୟ ଗାଳ୍ପିକ, ନୀଳମାଧବ ଭୂୟାଁ
जैसी करनी वैसी भरनी
हरेकृष्ण बाबू बहुत ही शांत स्वभाव के व्यक्ति हैं। उनके पिता के त्याग के बाद, उनके सारा संपति हरेकृष्ण के लिए छोड़ गए हैं। हरकृष्ण बाबू 35 साल से शिक्षक भी रह चुके हैं। उसने अपने जीवनकाल में बहुत संपत्ति जमा कर ली है और उसका भोग करने वाला कोई नहीं है। भाग्य का न तो कोई पुत्र है और न ही कोई पुत्री। शायद उनके जीवन दुर्भाग्य पूर्ण है। अंत में उसने सोचा कि उसका भाई के पुत्र को अपना पुत्र के रूप में ग्रहण करेगा। यहां तक कि अगर कुछ नहीं होता है, तो वह उसके आखरी समय में साथ तो रहेगा। क्या हुआ? जैसा कि कहा जाता है, जिसके नसीब खराब है, उसके साथ अन्याय होता रहता है।
दिन बीत रहा था। हरेकृष्ण बाबू ने सोचा कि उनका बेटा आखिरी वक्त तक रहेगा । तो मुझे इस संपत्ति का क्या करना चाहिए? बिना आगे सोचे-समझे सब कुछ संपाती पुत्र के नाम पर कर दिया, लेकिन जो होने वाला था, धीरे-धीरे परिणाम दिखने लगा। भाई का बेटा, अनंत ने शादी कर ली और पत्नी के बात पे आ कर और हरे कृष्ण बाबू और उसकी पत्नी को घर से निकाल दिया।
अंत में हरेकृष्ण बाबू ने बुद्ध आश्रम में शरण ली। कुछ दिन बीत गए। यह बात हरेकृष्ण बाबू को पता चला कि असल में यह चाल उसके भाई का है ना की उसकी बेटे की पत्नी की है । यह उनके भाई और बेटे की पहले से योजना थी। और आज वो अपने उस प्लान में कामयाब हो गए हैं. सच्चाई का पता चलने पर हरेकृष्ण बाबू ने थाने में जाकर रिपोर्ट दर्ज कराई, लेकिन किसी ने उसकी व्यथा नहीं सुनी। वह खाली हाथ लौट आया। कोई रास्ता न होने के कारण वह चुप रहा।
दिन गुजरते हैं। अंत में, हरेकृष्ण बाबू ने संपती और उनके पुत्र मोह को छोड़ कर भगवान की शरण लेने के लिए वृंदावन चले गए ।
वहां पहुंचे उन्हें एक साल से ज्यादा का समय भी हो गया । उसने खुशी-खुशी अपना जीवन भगवान को समर्पित कर रहे थे और इस दुनिया के सभी भ्रमों को भूल गए। लेकिन कहा जाता है कि अगर कोई पाप किया गया है तो उसका हिसाब जरूर होता है ।
इस बीच, सालों बाद, अनंत की पत्नि । वह अपनी योजना में सफल हो गई और सारी संपत्ति अपने नाम कर ली और एक अन्य युवक के साथ भाग गया। इधर अनंत और उसका परिवार अब भिखारी बन गए । जैसा कि कहा जाता है, “जैसी करनी वैसी भरनी।”
अनंत की पत्नी की शादी दूसरे युवक से हो चुकी है और अब वह विदेश में रह रही है, लेकिन उसकी भी हिसाब होगा, जो झूठ बोलकर धोखा देती है और धन कमाती है, वह धन भी अधिक दिनों तक टिक नहीं सकता।
हरेकृष्ण बाबू ने अपना जीवन ईश्वर को समर्पित कर दिया, लेकिन अनंत के परिवार को अब दो वक्त के भोजन के लिए भीख मांगना पड़ रहा है ।
दो साल बीत गए। एक दिन अनंत को पता चला कि उसकी पत्नी अपने गांव लौट आई है। वह बिना देर किए बदला लेने के लिए अपने ससुराल पहुंच गया। लेकिन वहां जो देखा वह इसके विपरीत था। वहां उसने देखा कि उसकी पत्नी के पास एक फूटी कौड़ी भी नहीं है ।
उसे पता चला कि उसकी पत्नी जिस युवक के साथ चली गई थी, कुछ दिनों के बाद, युवक ने सारी संपत्ति अपने नाम कर के उसे वेश्या काम करने के लिए मजबूर किया, और जब उसने वेश्या के रूप में काम करने से इनकार कर दिया, तो उसे साथ ही जबरन वेश्या के रूप में काम करने के लिए मजबूर किया गया। उसके एक साल बाद वह युवक की पत्नी को गांव में छोड़कर फिर विदेश चला गया।
वहां अनंत की पत्नी भी निराश पड़ी थी। न सम्मान, न मर्यादा, उन्होंने कानून का सहारा लेने की कोशिश तक नहीं की। उसने सोचा कि मैंने जो किया वह मेरे कर्म का फल है और वह अपना जीवन अकेले बिताना चाहती है। लेकिन अनंत को देखकर उनमें थोड़ी हिम्मत आई।
लेकिन अनंत ने आखिरकार अपनी पत्नी को स्वीकार करने से इनकार कर दिया और दुखी होकर दूसरे राज्य में वापस चला गया।
पुराणों और शास्त्रों में लिखी हुई सारी बातें सच हो गई हैं। एक बार फिर मैं कहूंगा, “जैसी करनी वैसी भरनी “
अब सोचिये उस युवक का क्या हुआ? उसके लिए भी कुछ सजा जरूर होगी। वह तो समय बताएगा लेकिन यह कहानी बस इतनी ही थी। इस कहानी के माध्यम से एक संदेश यह था कि यदि हम किसी की प्रति अन्याय करते हैं, तो वह निश्चित रूप से अन्याय के रूप में हमारे ऊपर ही आयेगा ।
तो आप कमेंट करके जरूर बताएं कि आपको कहानी कैसी लगी।
आपका नीलामाधव भुयां
If you are doing badly so results are always wrong
Harikrishna Babu is a very calm person. After his father’s renunciation, many properties were left for Harikrishna. Harikrishna Babu has also been a teacher for 35 years. He has accumulated a lot of wealth in his lifetime and there is no one to enjoy it. Luck has neither with him. His not have any son or any daughter. Maybe bad luck. At last, he thought that his brother’s son adopted him and make him a son. Even if nothing happens, he will stand with his last time. What happened? As the saying goes, If your bad luck means everything will be going wrong.
The day passed. After their retirement, Harikrishna Babu thought that his adopted son would stand with him. So what should I do with this property? Without thinking ahead, everything, property, and land all changed his ownership to his son’s name. What was going to happen slowly started showing results? The adopted son’s name Anant got married and create a plan with his wife and threw Harikrishna Babu and his wife out of the house.
Harikrishna Babu finally stayed old aged home. A few days passed. Harikrishna Babu came to know that. The adopted son’s wife has not guilty. It was the plan of his brother and adopted son. And today they have succeeded in that plan. After Harikrishna Babu came to know the truth, he went to the police station and wrote a report there, but no one listened to his grief. He came back empty-handed. As there was no way, he remained silent.
Days passed. Finally, Harikrishna Babu also left their greed for property and go to Vrindavan to take shelter from God.
It has been more than a year since he reached Vrindavan. He happily spent his days surrendering his life to God and forgot all the illusions of this world. But it is said that if a sin has been committed, it must be accounted for.
Meanwhile, years later, Anant’s wife succeeded in her plan and took all the properties in her name, and, went out with another young man. Here Anant and his family now become beggars. As the saying goes, ” Tit for Tat”
Anant’s wife is married to another young man and now she is living in a foreign country, but she will also be reckoned with, who cheats and earns wealth by lying, even that wealth cannot last long.
Harikrishna Babu surrendered his life to God, but Anant’s family now has to pay alms for two meals a day.
Two years passed by. One day, Anant learned that his wife had returned to her village. Without delay, he reached his father-in-law’s house to take revenge. But what he saw there was the opposite. There he saw that his wife did not even have a single bucks.
He found out that his wife had gone with the young man. After a few days, the young man forced her to work as a prostitute by putting all her wealth in his name, and after she refused to work as a prostitute, he was also forcibly forced to work as a prostitute. A year later, he left the young man’s wife in the village and went abroad.
No With inspection, and no dignity she did not even try to take recourse to the law. She thought that what I did was the result of my work and she wanted to spend his life alone. But seeing Anant, he got some courage.
But Ananta finally refused to accept his wife and went back to another state for labor work.
All the things written in the Puranas and scriptures have come true. Once again, I will say, if you are doing bad so results always wrong.”
Now, what do you think happened to that young man? There must be some punishment for that too. Time will tell but this story was just that. One message through this story was that if we disobey someone, it will surely reflect on us in the form of disobedience.
Then you must share how you liked the story by commenting.
Your favorite novelist Nilamadhab Bhuyan
ନୂତନ ବର୍ଷ ର ଅଭିନନ୍ଦନ
ଗଜ ଉପରେ ବସି, ମୁରୁକି ମୁରୁକି ହସି,
ସକାଳର ସୁନେଲି କିରଣେ ଆସୁଛନ୍ତି ଦେଖ ନୂଆ ବର୍ଷ।
ଆସୁଛନ୍ତି ଆମ ପାଇଁ ସୁଖ ଦୁଃଖ ର ଚିଠି ପତର,
କରିବା ପାଇଁ ଆମ ମନ ଉତ୍କର୍ଷ ।
ନୁଆ ବର୍ଷ ର ରବି କୁ ଦେଖି, ଅଭିନନ୍ଦନ କରେ କବି,
କବି ଆଖିରେ ଝଲସି ଉଠଇ, ନୂଆ ବର୍ଷ ର ସୁନ୍ଦର ଛବି ।
ବଦଳି ଗଲା ମୋ ଝାଟି ମାଟି ଘର କୁଡିଆ
ବଦଳି ଗଲା ମୋ ଘର କାଠ ର ଚୁଲି
ଜାଣି ପାରିଲିନି ୨୦୨୨ ମୋ ପାଖରୁ ଗଲା ଚାଲି
କେମିତି ଯିବି ମୁ ତାଙ୍କୁ ଭୁଲି ।
କ୍ୟାଲେଣ୍ଡର ଅଙ୍କ ବଦଳି ଗଲା ବୋଲି
ପାଳୁଛି ମୁଁ ନୂଆ ବର୍ଷ
ବଜାଇ ଖୁସିରେ ନୂଆ ବର୍ଷରେ ନୂଆ ଶଙ୍ଖ ।
ନୀଳ ସରବରେ ସୁନ୍ଦର ପଦ୍ମ ଫୁଲ ଫୁଟି ଉଠିଲା
ତଳେ ପକାଇ ପାଣି କାଦୁଆ ମାଟିର ପଙ୍କ
ହୃଦୟରେ ମୋର ଘର କରି ଅଛ
ତୁମକୁ ଦେଖିବାକୁ ଲାଗେ ମନେ ଭାରି ଇଚ୍ଛା ।
ନୁଆ ବର୍ଷର ଅଭିନନ୍ଦନ ଘେନ ହେ ବନ୍ଧୁ,
ତୁମକୁ ହଳଦିଆ ଡକ ରୁ କରୁଛି ହେ ଶୁଭେଚ୍ଛା।
ହୃଷିକେଶ କୁଶୁଲିଆ (ଲେଖକ)
ତାରିଖ ୦୧.୦୧.୨୦୨୩
Bad ideas result always wrong ( Short Story )
A man sat down under a banyan tree near a forest after walking a long distance.
A few minutes later, he feels calm in the shade of the tree.
Sitting under the tree, he thought that if there was a bed there, he would sleep in peace.
Thinking so much, suddenly a bed came from the sky.
He thought again that it would be better if the bed came with a mattress and a pillow, and immediately mattress and pillow also fell from the sky. The man was very happy.
He again wondered if I could have some water.
While thinking so much, suddenly a bucket of water came.
He thought to himself what do I expect is coming soon?
Then he decided that What can be so impossible? Because my wife is far away, would she come and care for me ??
While he was thinking so much, suddenly his wife came down from the sky and walked towards him.
He was startled and thought that this all was magic.
This is probably a ghost.
He is probably doing all this to eat me.
Just after the judgment, his wife took the form of a ghost and ate the man.
.
.
.
.
The way we think is sometimes getting wrong.
And the man who now lost his life was sitting under such a tree where all that man could wish for and immediately full fill his wishes.
Therefore, man should always think of bad ideas. And unfortunately, it’s happened.
Are you suffering the same !!!
Some relationships are “showy” in front of people, but not in private and intimate relationships.
Is it true that!!! 80 percent of married couples spend their days like this??? So this question was asked me by a close friend of mine.
He asked me a few days before this question and I said to him give me a few days I will find out all your answers
Then I took about 10 days and in these 10 days, I called more than 17 friends and asked them whether their marriage is just a showy or a good relationship.
I got my answer and gave it to my friend but the answer was that…
In my question, 3 of my friends to a companion that we are very happy with our marriage and are respected, and have a sense of self-worth.
No problem whatsoever.
5 friends said that yes we are fine, but they are sad. They are not happy.
And 10 people said that yes, brother, if there is a relationship, there is no respect from the wife, and not only that, there is no respect for their family.
Do you know why this is happening?
A person makes a mistake and he makes a mistake for some reason and he holds the reason of the mistake to his relatives and his life partner and keeps saying that thing again and again throughout his life.
One day half of it goes away but if you say that every day then it will create a rift in the relationship and with that, the relationship will also deteriorate. The entire dust becomes seven.
So some people choose the solution of such problems very quickly.
And how many live like this for the rest of their lives. They say that if not today, tomorrow will be fixed, but it can’t be.
And some people do not hesitate to lose their lives. So what should be done?
You need to find a solution soon and you need to be happy like those three friends if you don’t find a solution, you will spend your whole life holding on to one mistake.
So what do you think, time is precious. The more you delay, the more the problem can be. Some problems are solved gradually and some are never solved.
To find a solution as soon as possible without wasting your time.
thank you
Life କୁ Enjoy କର !
ହୃଦ୍ ରୋଗ ବିଭାଗ ର ଡାକ୍ତର ରୂପେ ଶ୍ରୀମତୀ ସୁମିତ୍ରା ରାୟ ପ୍ରାୟ 10 ବର୍ଷରୁ ଅଧିକ ହେବ ସେ ଦିଲ୍ଲୀ ର ଗୋଟିଏ ନାମୀ ଦାମୀ ଡାକ୍ତର ଖାନା ରେ ଚାକିରି କରନ୍ତି। ଡାକ୍ତର ବାବୁ ବହୁତ୍ ଶାନ୍ତ ସ୍ଵଭାବ ର ଲୋକ । ସେ ଟଙ୍କା ଅପେକ୍ଷା ମଣିଷ ର ଜୀବନ ବଞ୍ଚାଇବା କୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ସେ ଦଶ ବର୍ଷ ଚାକିରି କରିବାର ଅବଧି ଭିତରେ ପ୍ରାୟ 1500 ରୁ ଅଧିକ ରୋଗୀ କୁ ସେ ଭଲ କରିଛନ୍ତି ଏବଂ 2000 ରୁ ଅଧିକ ରୋଗୀ ତାଙ୍କ ଚିକିତ୍ସା ଧିନ ଅବସ୍ଥାରେ ପରଲୋକ ମଧ୍ୟ ହୋଇଛନ୍ତି। କିନ୍ତୁ ସେ ନିଜ କାର୍ଯ୍ୟ ପ୍ରତି ଅବହେଳା କରି ନଥିଲେ ।
ସେ ଚେଷ୍ଟା କରିଛନ୍ତି ଜୀବନ ବଞ୍ଚାଇବା ପାଇଁ କିନ୍ତୁ ଯାହାର ଶେଷ ସମୟ ଆସି ଯାଇଛି ସେତେବେଳେ ତାର ମୃତ୍ୟୁ ନିଶ୍ଚିତ। ରୋଗୀ ଙ୍କ ମୃତ୍ୟୁ ପରେ ସେ ଦୁଃଖୀ ହୁଅନ୍ତି ସତ କିନ୍ତୁ ନିଜ ମନକୁ ବୁଝେଇ ପୁଣି ଥରେ ନିଜ କାର୍ଯ୍ୟ ରେ ଲାଗି ପଡନ୍ତି ।
ସେ ପ୍ରତିଦିନ ହଜାର ହଜାର ରୋଗୀ କୁ ଚିକିତ୍ସକ କରନ୍ତି । ଯେତେ ରୋଗୀ ଆସନ୍ତି ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଗରୀବ ନାହାନ୍ତି କିନ୍ତୁ ଗୋଟିଏ ଜିନିଷ ପ୍ରତି ସେ ରୋଗୀ ମାନେ ନିଜ ଜୀବନରେ ସର୍ବଦା ନିଜକୁ ଦୁଃଖୀ ମନେ କରନ୍ତି । ସମସ୍ତ ରୋଗୀ ଡାକ୍ତର ସୁମିତ୍ରା କୁ ସବୁ କଥା କହୁଥାନ୍ତି । କାରଣ ଡାକ୍ତର ସୁମିତ୍ରା ମଧ୍ୟ ସମସ୍ତଙ୍କ ଦୁଃଖ କୁ ଶୁଣି ତାଙ୍କୁ ଖୁସିର ରାସ୍ତା ଦେଖାଉ ଥିଲେ ।
ସମସ୍ତଙ୍କ କଥା ଶୁଣୁଥିଲେ ଏବଂ ସେ ଗୋଟିଏ କଥା କୁ ସମସ୍ତଙ୍କ ପାଖେ ସମାନ ଦେଖିବାକୁ ପାଇଲେ । ତାହା ହେଲା ” ଖୁସି ” । ସମସ୍ତେ ଖୁସି ର ଅଭାବ ରେ ସାରା ଜୀବନ ଅଭାବ ରେ ଆସିଛନ୍ତି ।
• କିଏ କହେ ଟଙ୍କା ର ଅଭାବ ନାହିଁ ମୋ ପାଖରେ କିନ୍ତୁ ମୁଁ ମୋ ସାଙ୍ଗ ମାନଙ୍କ ସହ ଖୁସିରେ କିଛି ସମୟ ବିତେଇ ପାରିଲିନି, ଟଙ୍କା ପଛରେ ଦଉଡ଼ି ଦଉଡ଼ି ପୁରା ସମୟ କୁ ସେଥିରେ ନଷ୍ଟ କରିଦେଲି ।
• କିଏ କହେ ଯେ ଟଙ୍କା ସଞ୍ଚୟ ପାଇଁ ସାରା ଜୀବନ କୋଡ଼ିଂ ବନେଇ ବନେଇ ବହୁତ୍ ଆପ୍ଲିକେସନ ବନେଇଲି କିନ୍ତୁ ନିଜ ସ୍ତ୍ରୀ ଛୁଆ କୁ କେବେ ସମୟ ଦେଇ ପାରିଲିନି ।
• କିଏ କହେ ଟଙ୍କା ସଞ୍ଚୟ ପାଇଁ ରାତି ଦିନ ଦୋକାନ , ଗୋଦାମ ଏବଂ କଞ୍ଚା ମାଲ ର ହିସାବ ରଖି ରଖି ନିଜେ କେବେ ମୋ ମନ ପସନ୍ଦ ର ଖାଦ୍ୟ ଠିକ୍ ସେ ଖାଇ ପାରିଲି ନାହିଁ ।
• କିଏ କହେ ପିଲା ଦିନ ରୁ ଆଜି ପର୍ଯ୍ୟନ୍ତ ମୁଁ ନିଜ ଈର୍ଷା ଅହଙ୍କାର ଏବଂ ଗର୍ବ କୁ ଜାବୁଡି ଧରି ଅନୁଶାସନ ରେ ରହିଲି କିନ୍ତୁ କେବେ ତାଙ୍କ ସହିତ ସାଙ୍ଗ ହୋଇ କଥା ହୋଇ ପାରିଲି ନାହିଁ ଶେଷରେ ପୁଅ ପଚାରିଲା ନାହିଁ କି ଝିଅ ।
ଏମିତି ହଜାର ପ୍ରଶ୍ନ ଆଉ ହଜାର ଉତ୍ତର କହିଲେ ଶବ୍ଦ ସରିବ ନାହିଁ କି ବାକ୍ୟରେ କେବେ ପୂର୍ଣ୍ଣ ବିରାମ ନେବ ନାହିଁ ।
ହେଲେ ଏଥିପାଇଁ ଦାୟୀ କିଏ ନୁହଁ । ନିଜକୁ ଆମେ ଖୁସିରେ ଆଜି ରଖିବା ନାହିଁ ତେବେ କାଲି ସେ ଖୁସି ରହିବ ନାହିଁ । ଆଜିର ଖୁସିକୁ ଆଜି ହିଁ ଉପଭୋଗ କରନ୍ତୁ ।
• ଯଦି ଅବା କାହାର ବାହାଘର ହେଉଛି ମନରେ ଯଦି ନାଚିବାକୁ ଇଚ୍ଛା ହେଉଛି ତେବେ ଥରେ ନାଚି ପକାଅ ଦେଖିବ ମନକୁ ନିଶ୍ଚୟ ଶାନ୍ତି ମିଳିବ ।
• ଯଦି ଅବା କାହାର ଖୁସିରେ ଖୁସି ହେବା ପାଇଁ ସୌଭାଗ୍ୟ ମିଳେ ତେବେ ନିଶ୍ଚୟ ଯାଆନ୍ତୁ ।
ସେଥିପାଇଁ ଦୁନିଆ ରେ ଯେଉଁଠି ଖୁସି ମିଳେ ତାକୁ ହାତ ଛଡା କରନ୍ତୁ ନାହିଁ।
ହେଲେ ଏଠି ପ୍ରଶ୍ନ ଯେ ଖୁସି କୁ ସବୁ ସ୍ଥାନରେ ଉପଭୋଗ କରିବା ପାଇଁ ଟଙ୍କା ର ଆବଶ୍ୟକତା ପଡ଼ିବ ତେବେ ମୁଁ ପୁଣି କହିବି ଟଙ୍କା ତ ଖର୍ଚ୍ଚ ହେବ। ଆଜି କାଲି ପବନ ମଧ୍ୟ ଟଙ୍କା ଦେଇ କିଣି ଆଣିବାକୁ ପଡୁଛି (ଅକ୍ସିଜେନ୍ ସିଲିଣ୍ଡର୍) । ତେବେ ଖୁସି କୋଉଠି ମାଗଣାରେ ଉପଲବ୍ଧ ହେବ କୁହ ??
ତେବେ ଟଙ୍କା ଖର୍ଚ୍ଚ କରି ଯଦି ଖୁସି କିଣିବ ତେବେ ସତର୍କ ହୋଇ କିଣିବ। କାହିଁକି ନା ଲୋକେ ଖୁସି କୁ କିଣି ବାକୁ ଯାଇ ଅଧିକ ଅଧିକ ରୁ ଟଙ୍କା ଖର୍ଚ୍ଚ କରି ଦିଅନ୍ତି । ତେବେ ଲିମିଟ ରେ ଖର୍ଚ୍ଚ କରନ୍ତୁ ଏବଂ ଜୀବନରେ ଆସୁଥିବା ଖୁସି କୁ ଉପଭୋଗ କରିବାକୁ ଭୁଲିବେ ନାହିଁ। ତେବେ ଉପରେ ଦିଆ ଯାଇଥିବା କାହାଣୀ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରନ୍ତୁ।
କିମ୍ବା ଅନୁଭବ କରିବାକୁ
Fruits in Odia language
कुछ फल को ओड़िया में क्या बोलते हैं और बोलने की तरकीब ,
Some fruits called in Odia and how to speak them,
1. Apple : सेब : ସେଓ (सेओ)
2. Banana: केला : କଦଳୀ (कदली)
3. Mango : आम : ଆମ୍ବ (आंब)
4. Orange : संतरा : କମଳା (कमला)
5. Grapes : अंगूर : ଅଙ୍ଗୁର (अंगूर)
6. Papaya : पपीता : ଅମୃତ (अमृत)
7. Guava : अमरूद : ପିଜୁଳି (पिजुली)
8. Water melon : तरबूज : ତରଭୁଜ (तरबूज)
9. Pineapple : अनानास : ସପୁରୀ ପଣସ (सपुरी पनस)
10. Black berry : जामुन : ଜାମ କୋଳି (जाम कोली)
Shanti (Hindi Roman)
Yah hindi ki roman lipi hai,
Kisi jagah galti milta hai toh sansodhan karke padhne ki krupa karen.
Articles ko Prarambh karte hain,
Shanti Ek aisa shabd jisko sab hasil karna to chahte hain magar kisko milta hai toh kisko nahin. Haan ek kaam hum kar sakte hai kuch samay keliye kuchh rakam dekar woh bhi kuchh samay keliye shanti ko kharid kar hum usko nibha sakte hain.
Magar woh shanti nahin kaha jata hai woh toh paise ki garmi kaha jata hai. Shanti hasil karne ka jagah kahin aur hai aur Woh Hai bhagwan ke Dwar mein.
Woh kaise ?
Apni byast jiban se dur ho kar kuch samay nikalen aur yah samay ko apni Puja Ghar mein ya najdiki kisi mandir mein Jayen aur ush anmol samay ko bhagwan ki bhakti mein khudko leen kardein.
Apni Family ke saath ho ya Akele hi ish samay ko apnayen, jahan apne Maan mein sirf bhagwan ke prati bhakti ke sivay na koi chinta na koi shak sawal apke mann mein nahin chalna chahiye.
Jab app bhagwan ke dwar jate ho toh Khali haat mein Jayen, tight kapde na pahne,
mobile lekar na jaye,
Haan agar jate ho toh befikar hokar kisiki chinta chhod kar mobile ko switch off or Flight mode mein kar ke rakhein.
Agar app kisi jaruri karya mein byast rehte hain aur usi byast samay se kuchh samay bhagwan ke dwar mein bitana chahte ho toh byast se dusra rasta nikal kar wahan pahunche or kisi aur ko ush karya ko kuch samay keliye sonp kar ayen.
Kyun ki jiban mein asli shanti toh mobile ke bina hi sambhav hai.
Khud ko unki charan mein pura samarpit kardein. dekhoge shanti ka asli rah apko yahi milega aur mehsoos bhi karoge.
Bhagwan ka dwar ek aisi jagah hai sab kuch yahan milta hai aur sab yahan aakar dukh jatate hai magar dunia ki sabse dukh ki baat yah bhi hai.
Sab dukhi hone ke baad yahan apni dukh batane aate hain magar manushya jab khusi mein rehta hai tab woh bhagwan ke dwar ko kabhi yaad nahin karte hain.
Magar, mein ish article ka lekhak ke roop me apse binti karta huun ki, aap khus ho ya dukhi ho, mandir kabhi kabhi jaya karen.
Agar aap pratidin jaate ho toh apko bahut bahut dhanyabad magar kabhi kabhi jate ho toh apke liye yah anurodh hai ki mandir jaya karen aur shanti ki asli anubhab bhagwan ke dwar hi hota hai.
Dhanyabad.
ସମୁଦ୍ର ପଥର ଟିଏ ମୁଁ
ସମୁଦ୍ର ପଥର ଟିଏ ମୁଁ
ପଡ଼ି ରହିଛି ସମୁଦ୍ର କୂଳର
ଅଜଣା ଠିକଣାରେ
କିନ୍ତୁ ମୋତେ ଭୁଲି ନାହିଁ ଏ ସମୁଦ୍ର
ନା ମୋତେ ଭୁଲିବ କେବେ
କାରଣ ଲବଣ ଜଳ ର ସ୍ପଶ ମୋର ଯେମିତି
ଘଣ୍ଟା ର ଟିକ୍ ଟିକ୍ ଶବ୍ଦ
ହୋଇ ଯାଇଛି…
ଯିଏ ପ୍ରତି ମୁହୂର୍ତ୍ତରେ
ମୋତେ ଧୋଇ ପବିତ୍ର କରିଦିଏ
ମୋର ଅଙ୍ଗା ଅଙ୍ଗୀ କୁ
କେତେ ଯେ ଶାମୁକା କୁ ସ୍ଥାନ ଦେଇ
ମଧ୍ୟ ମୁଁ କେବେ ନିଜକୁ
ଅଭିଶପ୍ତ ମନେ କରିନି…
ମୋ ପାଇଁ ମୁଁ ବହୁତ୍ ଖୁସି
କୌଣସି ନାମକାରଣ ହେବାକୁ ଚାହିଁନି,
ଆଜି ପର୍ଯ୍ୟନ୍ତ
ମୋ ସ୍ଥାନ ବହୁତ୍ ଅଜବ
କିଏ ମୋତେ ଆସନ ଭାବି ବସି ଯାଏ ତ
ଆଉ କେତେ ଶାମୁକା ଘର କରି ରହି ଯାଆନ୍ତି।
ବର୍ଷ ବର୍ଷ ଧରି ପଡି ରହିଛି ଏଠି
ଜାଣିନି କେତେ ଦିନ ଏମିତି ପଡ଼ି ରହିବି
କିନ୍ତୁ ମୁଁ ହାରିନି ଏ ସଂସାର ର ମିଥ୍ୟା
ଅଭିଯୋଗ ରେ
ଅବା ହାରିବୀ କାହିଁକି ??
ମୁଁ ପରା ଗୋଟିଏ ସମୁଦ୍ର ପଥର
କଷ୍ଟ ଆଉ ସିଥିଳତା ସବୁ ସହିବାର
ଅଭ୍ୟାସ ରତ ମୋ ପାଖେ,
ନା ମୁଁ ମଣିଷ ଏବଂ କଷ୍ଟ ର ଅନୁଭବ
ହୁଏ ନାହିଁ କେବେ ମୋତେ
କାରଣ
ସମୁଦ୍ର ପଥର ଟିଏ ମୁଁ…
ସମୁଦ୍ର ପଥର ଟିଏ ମୁଁ…
ନୀଳମାଧବ ଭୂୟାଁଙ୍କ ଲେଖନୀରୁ…
I am a sea rock
I am a sea rock
lying at an unknown address on the beach
But this sea has not forgotten me
No, never forget me
Because the salt water touch me like
The sound of the clock ticking
Who at every moment
Washes me and cleans me every time
To my whole body
How many give way to snails
Even I never myself
Don’t feel cursed…
I am very happy for me
I don’t want to be a name-caller.
Until today
My place is very strange
Who sits down thinking of me as a seat?
And how many snails make their homes.
It has been lying here for years
I don’t know how long you will stay like this
But I have not lost the lies of this world
In the complaint, I had not been defeated by the world.
I am a sea rock
To endure hardships
I have practiced it
No, I am human and experience hardship
Never happen to me
because
I am a sea rock.
I am a sea rock.
Written by Nilamadhab Bhuyan…
Night…..
Night of shallow a little lesson gives me,
That u could get up a next day even not wake up the next morning,
That is the last night of yourself. So pledge to god a sweet night delight a sweet dream of me.
Also regenerate yourself for getup the next day, but the same occurred,
Lot of worries lot of work will start from morning.
It’s going whole day end of the next evening and it could be night and thinking same.
Don’t more about that,
we don’t know which night is our last night and which dark is final darkest moment of our life.
God gift of us the night and we should pray that night we sleep best night from last night’s,
Good Night Guys.
Single ଝିଅ କୋଉ ଜିଲ୍ଲାରେ ଅଛନ୍ତି
ଆଜି କାଲି single ଝିଅ ମିଳିବ ପୂର୍ଣ୍ଣତଃ ଅସମ୍ଭବ କହିଲେ ମିଥ୍ୟା ହେବ ନାହିଁ । ତଥାପି ଆପଣ ଖୋଜିବାକୁ ଚାହୁଁଛନ୍ତି ତେବେ article କୁ ଆଗକୁ ପଢ଼ି ଚାଲନ୍ତୁ । Single ଝିଅ ମାନଂକ ପାଇଁ special କଲେଜ ତ ନାହିଁ ଏବଂ ପ୍ରାୟତଃ single ଝିଅ Arts ଏବଂ Science college ରେ ଆପଣ ପାଇ ପାରିବେ ।
ତେବେ ସେ କଲେଜ କୁ ଖୋଜିବା ପାଇଁ ଆପଣଙ୍କୁ ଅଳ୍ପ କଷ୍ଟ କରିବାକୁ ପଡ଼ିବ। ପ୍ରାୟତଃ single ଝିଅ ସହର ଅଞ୍ଚଳ ରେ ରୁହନ୍ତି ବୋଲି କୁହାଯାଏ । କାରଣ ଅଧିକାଂଶ ଝିଅ ସହର ରେ ଆସି ପଢନ୍ତି । କିନ୍ତୁ ଏହା ସ୍ପଷ୍ଟ ଭାବେ କହିବା ଠିକ୍ ନୁହେଁ ଯେ ସମସ୍ତେ single ଥିବେ। କାରଣ ସହର ଅଞ୍ଚଳ ରେ ଝିଅ ମାନଂକୁ ଅଧିକ freedom ଦିଆଯାଏ ଫଳତ ସେମାନେ ନିଜେ ନିଜର ସହ ପାଠି ସହିତ ସମ୍ପର୍କ ରେ ରହି ଆସନ୍ତି।
ତେବେ ସିଧା ସଳଖ କହିବାକୁ ଗଲେ ବଡ ସହର ଅପେକ୍ଷା ଛୋଟ ସହର ରେ single ଝିଅ ମିଳିବା ୯୦ ପ୍ରତିଶତ ସମ୍ଭାବ୍ୟ କୁହାଯାଇପାରେ । ତା ଅପେକ୍ଷା ଗ୍ରାମାଞ୍ଚଳ ରେ ଅଧିକ ସିଙ୍ଗଲ ଝିଅ ଦେଖିବାକୁ ମିଳେ।
ଏହାର ପ୍ରାମାଣିକ କହିବାକୁ ଗଲେ ସେମାନେ ଶୀଘ୍ର କୌଣସି ସହପାଠି ସହିତ ସଂପର୍କ ରେ ଆସନ୍ତି ନାହିଁ । ଏବଂ କୌଣସି କାର୍ଯ୍ୟ ରେ ଲିପ୍ତ ହେବା ପାଇଁ ହଜାର ଥର ଭାବନ୍ତି ଏବଂ ସେମାନଙ୍କ ମନରେ ଡର ଥାଏ।
ତେବେ ଏଠି ପୁନଃ କହି ରଖୁଛି ଯେ ସହର ଅଞ୍ଚଳ ରେ single ଝିଅ ମିଳିବେ ତାହା ପୁଣି pure virgin ଝିଅ ମିଳିବେ କିନ୍ତୁ ତାହା ଜଙ୍ଗଲ ରେ ଧଳା ହାତୀ ଖୋଜିବା ସଦୃଶ୍ୟ।
ଯଦି ଆପଣ ଖୋଜି ପାରନ୍ତି ତେବେ ଭଲ କଥା ଆଉ ଯଦି ଆପଣ ଗ୍ରାମାଞ୍ଚଳ ରେ ଖୋଜିବେ ତେବେ ଶୀଘ୍ର ପାଇ ପାରିବେ ।
ତେବେ ଅସଲ ପଏଣ୍ଟ କୁ ଆସିବା , ପ୍ରାୟତଃ single ଝିଅ ଆପଣ ଖୋର୍ଦ୍ଧା, କେନ୍ଦୁଝର, ବାଲେଶ୍ଵର, ନୟାଗଡ ଏବଂ ଗଞ୍ଜାମ ଜିଲ୍ଲା ରେ ଆପଣ ପାଇ ପାରିବେ।
ଏହି ତଥ୍ୟ ପୁରାପୁରୀ ସଠିକ୍ ନୁହେଁ କିନ୍ତୁ ଏହା ସାଙ୍ଗ ମାନଙ୍କ ସ୍ରୋତ ରୁ ଏହି ତଥ୍ୟ କୁ ସଂଗ୍ରହ କରା ଯାଇଛି । ଏହି ତଥ୍ୟ ଆପଣଙ୍କ ମନୋରଞ୍ଜନ ପାଇଁ ପୋଷ୍ଟ କରା ଯାଇଛି ।
ଯଦି ପୋଷ୍ଟ ଟି ଭଲ ଲାଗେ ତେବେ ନିଜ ସାଙ୍ଗ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।
ଯଦି ଆପଣ ଜାଣିଛନ୍ତି ଅନ୍ୟ କୌଣସି ଜିଲ୍ଳାରେ single ଝିଅ ଅଛନ୍ତି ତେବେ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।
ପାୟଶ୍ଚିତ ତ ନିଶ୍ଚୟ ହେବ
ଯଦି ଇଚ୍ଛା ନଥିଲା ତେବେ
ସମ୍ପର୍କ ର ରୂପ ଦେଇ କାଇଁ କଷ୍ଟ ଦେଲୁ,
ଏକା ଥିଲି ଜୀବନରେ
ନିଜ ସ୍ବପ୍ନ ନିଜେ ଦେଖୁଥିଲି
ଯେବେ ତୁ ଆସିଲୁ
ତୋ ସ୍ବପ୍ନ କୁ ସାକାର କରିବାରେ ଲାଗିଲି
କିନ୍ତୁ ଜାଣି ନଥିଲି
ତୁ ଅହଙ୍କାରୀ ଏବଂ ଖଳନାୟକ ରୂପକୁ
କେବେ ଛାଡି ପାରିବୁ ନାହିଁ ବୋଲି…
କଣ ନାହିଁ ମୋ ପାଖରେ
ଯାହା ଖୋଜିବୁ ତାହା ପାଇବୁ
କେବଳ ତୋ ଠାରୁ କିଛି ସମୟ
ଦୂରେଇ ରହିବା ମୋର କଣ ଭୁଲ ଥିଲା ?
ମୋ ସ୍ୱଚ୍ଛ ଭଲ ପାଇବା ତୋ ପାଇଁ ବେକାର
କିନ୍ତୁ ମୋ ବଦଳରେ ଅନ୍ୟ କୁ ତୋ ହୃଦୟରେ ସ୍ଥାନ ଦେବା ମୋ ପାଇଁ କଷ୍ଟ ଦାୟକ ଥିଲା…
ତୁ ଯୋଉ ଭୁଲ କରିଛୁ ମୋତେ ହରେଇ
ତାର ପ୍ରାୟଶ୍ଚିତ ତ ନିଶ୍ଚୟ ହେବ !
ସମୟ ତାର ହିସାବ କରିବ,
କେବଳ ତୁ ନୁହେଁ ତୋର ଅହଙ୍କାର
ମଧ୍ୟ ମାଟିରେ ମିଶିଯିବ,
ଈର୍ଷା ଆଉ ତୋର ସୁନ୍ଦରତା ସବୁ
ଜଳି ପୋଡ଼ି ପାଉଁଶ ହୋଇଯିବ ।
କେବଳ ସମୟ କୁ ଅପେକ୍ଷା କର
ପାୟଶ୍ଚିତ ତ ନିଶ୍ଚୟ ହେବ…
ପ୍ରାୟଶ୍ଚିତ ତ ନିଶ୍ଚୟ ହେବ…
ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…
सच्चे मित्र
एक गांव में दो दोस्त रहते थे। वे बहुत घनिष्ठ मित्र थे। एक आकाश और दूसरा राजा। जो एक दिन भी किसी को देखे बिना नहीं रह पाता। वे रोज एक साथ स्कूल जाते हैं, साथ बैठते हैं और साथ में खेलते हैं। राजा बुराई करता है, लेकिन आकाश हमेशा उससे कहता है, “राजा ऐसा नहीं करते,” और आकाश हमेशा उसे मना करता है। राजा कभी आकाश की नहीं सुनता और राजा किसी भी मुसीबत में आकाश की मदद नहीं करता। आकाश बहुत साहसी था।
पाँचवीं कक्षा की वार्षिक परीक्षा के बाद, गर्मी की छुट्टी पर एक साथ मिलते हैं। आकाश पानी में तैर नहीं सकता लेकिन राजा हमेशा कहता है कि अरे डरो मत पानी में आओ मैं तुम्हें सिखाऊंगा। आकाश सोचता है यदि वह मुझे बिना सिखाए पानी के बीच में छोड़ दे तो मैं डूब जाऊंगी, वह इस बात से डरता था। एक दिन राजा की बात मान ली और आकाश के साथ जल में चला गया। राजा ने पहले तो उसका हाथ पकड़कर समझाया लेकिन फिर उसे गहरे पानी में छोड़ दिया। आकाश के पैर जमीन में नहीं लग रहा था । राजा तालाब के किनारे आया, कपड़े बदले और घर जाने के लिए निकल पड़ा। आकाश चिल्ला रहा था, मुझे बचाओ, मुझे बचाओ, लेकिन राजा ने पीछे मुड़कर नहीं देखा और घर की ओर चल दिया। कुछ देर बाद आकाश बहुत पानी पिया भरसक प्रयास करने के बाद वह तालाब के किनारे पर पहुंचा। आकाश राजा से नाराज नहीं हुआ और न ही किसी को इसके लिए कहा। कुछ दिन बीत गए। कुछ दिनों बाद रविवार आया। राजा ने कहा, “चलो, जंगल के पास एक जाम का पेड़ है। बहां चले और बहुत सारे जाम खायेंगे।” आकाश के मना करने के बावजूद राजा उसे घसीट कर ले गया। धूप तेज होने पर सभी घर में हैं। दोनों जंगल के पास जाम के पेड़ के पास पहुंचे। जाम है लेकिन बहुत ज्यादा है। कुछ जमीन पर गिर था और उसने उन्हें इकट्ठा किया और खा लिया, लेकिन वह और खाना चाहता था। राजा ने पास में कुछ पत्थर पड़े देखे, उसने पत्थरों को उठाया और पेड़ की और फेंकने लगा । इस समय राजा जिन पत्थरों को मारता है वे पास की झाड़ियों में गिरता था तो कभी-कभी जंगल में चले जाते हैं। कुछ देर बाद उनका शोर और पत्थर गिरने की आवाज सुनकर दो भेड़िये आ गए। भेड़िये को देखकर दोनों डर गए, दोनों जान बचाने के लिए इधर-उधर भागने लगे। भेड़िये भी उसका पीछा करने लगे। कुछ ही दूर जाने के बाद राजा एक पत्थर से टकराकर गिर पड़ा, जिससे उसका सिर टकरा गया और मूर्छित हो गया। जो राजा आकाश के सामने दौड़ रहा था। अचानक राजा के मुंह से कोई आवाज न सुनकर उसने पीछे मुड़कर देखा तो राजा बहुत दूर था और भेड़ियों ने उसे घेर लिया और राजा के पैर और हाथ काट रहे थे। यह देखकर आकाश बहुत डर गया, वह दौड़ने के लिए निकला पर भाग नहीं सका। एक तरफ है भेडि़ए का खौफ और दूसरी तरफ है राजा की जिंदगी। उसने निश्चय किया कि मैं राजा के प्राण बचाऊँ परन्तु उसके मन में बहुत भय था। आकाश ने हिम्मत जुटाई और चिल्लाते हुए भेड़ियों की ओर दौड़ा, पास के पत्थरों को उठाकर फेंकने लगा। तब तक भेड़िये नहीं जा रहे थे, लेकिन पत्थर फेंकने के बाद भेड़िये डर के मारे निकल गए। आकाश राजा को उठाने लगा। कुछ ही मिनटों के बाद राजा होश में आया और भेड़िए को शब्द याद आए और वह डरने लगा। आकाश ने कहा कि भेड़िये चले गए हैं। राजा ने आकाश से पूछा कि जब तुम आगे दौड़ रहे थे तो तुमने मुझे कैसे देखा। आकाश ने कहा कि तुम्हारे बेहोश होने के बाद भेड़िये तुम्हें काटने लगे। मैं डर गया था लेकिन मैं तुम्हारे जीवन के लिए वापस आ गया क्योंकि तुम मेरे सबसे अच्छे दोस्त हो। यह सुनकर राजा ने आकाश से पूछा, तुम मेरे सच्चे मित्र हो। राजा ने कहा कि तुम चाहते तो मुझे छोड़ सकते थे और आज तुम्हारे लिए मेरी जान बच गई। फिर वे दोनों गांव आ गए, राजा के पिता ने यह सुनकर आकाश को धन्यवाद दिया और राजा ने दवा और इंजेक्शन लिया और कुछ दिनों के बाद वह ठीक हो गया। बाद में दोनों परिवारों के बीच संबंध काफी घनिष्ठ हो गए। राजा कभी भी आकाश को अकेला नहीं छोड़ता था । हर समय साथ रहते थे। उन्होंने हमेशा एक दूसरे की मदद की।
इस कहानी से क्या सीखा जा सकता है ??
- किसी के साथ गलत नहीं करना है ।
- मुसीबत के समय हमेशा मदद करनी चाहिए।
- किसी के प्रति बुरा भाव न रखें।
Even So,
Even so,
There are smiles and tears.
Losing its form sometimes,
Whether in the storm of hope or the tide of dreams
The intact remains intact
Distorted forms of depression,
Ever since the sea Crying.
to touch the sky,
And faint memories arise
In the cold touch of tears…
Every wave of my naked heart
How golden are the memories of dreams
The irony is this
All around my thick poison…
Excruciating pain and other pains
Gets up
Devoted at what time
Farewell
The voice of madness so tender as to bleed….
ऐसा ही होता है
फिर भी,
मुस्कान और आंसू हैं।
कभी अपना रूप खोता है,
चाहे उम्मीदों की आँधी में हो या सपनों के ज्वार में
बरकरार बरकरार रहता है
अवसाद के विकृत रूप,
जब से समुद्र भी रोता है।
आसमान छूने के लिए,
और धुंधली यादें उभर आती हैं
आंसुओं के ठंडे स्पर्श में…
मेरे नंगे दिल की हर लहर
सपनों की यादें कितनी सुनहरी होती हैं
विडम्बना यह है की
चारों ओर मेरा
कष्टदायी दर्द और अन्य दर्द
उठता रहता है
निर्वाण किस समय बिदाई लेगा
पागलपन की आवाज इतनी कोमल है कि खून भी बहने लगा ।
ଲୁହ ଭିଜା ସ୍ମୃତିରେ
ଆଜି ପୁଣି ଅନ୍ଧକାର ମୟ ହୋଇ ପଡ଼ିଛି ସେ ବନ୍ଧୁତା ଯେଉଁଠି କେବଳ ସବୁ ନିଶ୍ଵ ଆଉ ଶ୍ମଶାନ…
ସେଦିନ ର କଥା କୁ କେମିତି ଭୁଲିଥାନ୍ତି କୁହ, ସେଦିନ ଅଳ୍ପ ବିଳମ୍ବ ରେ କେତେ ଯେ ରାଗ ଦେଖା ଦେଇଥିଲା ତୁମ ମୁଖରେ…
ଏହା ଥିଲା କେବଳ ଭଲ ପାଇବା, ଆଉ ନିବିଡ ସମ୍ପର୍କ ର ଉଦାହରଣ, କହି ଉଠିଲ ଯେ ସାଙ୍ଗ ତମେ ନ ଆସିଲେ କିଛି ଭଲ ଲାଗୁନି…
ଟଙ୍କାର ଭୟ ନଥିଲା, ଟଙ୍କା ତ ଆସିବ ଆଉ ଯିବ, କିନ୍ତୁ ବନ୍ଧୁତ୍ୱ ଥରେ ଭାଙ୍ଗି ଗଲେ ଆଉ ଯୋଡ଼ି ହୁଏନା। କେତେ ଯେ ଅନୁରୋଧ ଯେ କରିବାକୁ ପଡେ ପୁଣି ଯୋଡ଼ି ବାକୁ ସେ ସମ୍ପର୍କ କୁ..
ଯାହା ହୋଇ ଯାଉ ପଛେ ତମେ ଆମ ସମ୍ପର୍କ କୁ ଭଙ୍ଗ କରିବ ନାହିଁ ବୋଲି ବାରମ୍ବାର କୁହ ତମେ ।
କିନ୍ତୁ ସେ ଅଘଟଣ ର ଦ୍ବାରସ୍ଥ ହୋଇ ତାର ନାମ ନେଇ ତୁମେ ଲୁଚିଗଲ ଅନ୍ଧାର ର କାଳିମା ଭିତରେ…
ଆଜି ପୁଣି ଥରେ ସେ କଥା ମନେ ପଡ଼ିଲେ ଆଖିରେ କେବଳ ଲୁହ ଝରିଯାଏ । ତମେ ନାହଁ ଯେ ଏ ପୃଥିବୀ ମୋ ପାଇଁ ଶ୍ମଶାନ ପାଲଟି ଯାଇଛି…
ତୁମ ସ୍ମୃତି ଛାଇ ଭଳି ରହୁଥିଲା ମୋ ପାଶ୍ୱର୍ରେ ରେ ସର୍ବଦା କିନ୍ତୁ ଆଜି ସବୁ ନିଛାଟିଆ ଆଉ ନିରୁପାୟ ଅବସ୍ଥାରେ ସମୟ ଅତିବାହିତ ହେଉଛି ସିନା, ମନ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ।
ଆଜି ସବୁ ଶାନ୍ତ
ସବୁ ଅବହେଳା
ଅଚିନ୍ତା ରେ ଅବହେଳିତ ସମୟ ଗଡ଼ି ଚାଲିଛି କେବଳ ତୁମ ଲୁହ ଭିଜା ସ୍ମୃତିରେ….