Smruti Tume Sradhanjali – 194



ମୋର Love ରେ କୌଣସି ଅଭିଜ୍ଞତା ନାହିଁ ତଥାପି ମୋ ମତରେ ଏହା ହିଁ ଠିକ୍ । ଆଜି ମୁଁ ମୋ ବାୟାଣୀର ସବୁ ଇଚ୍ଛା ପୂରଣ କରିସାରିଛି । ସେ ପ୍ରକୃତରେ ମୋ ପାଖରେ ନାହିଁ କିନ୍ତୁ ସେ ସବୁଦିନ ମୋ ପାଖେ ପାଖେ ଅଛି । ଆଉ ଆଜି ମଧ୍ୟ ତାର ଜନ୍ମ ଦିନ ରେ ସେଇ ଜାଗାରେ ଯାଇ ବସେ। ଆଉ ତା ସହିତ ମୁଁ କଥା ହୁଏ ଆଉ ସେ ମୋ ସହିତ । କୋଉଠି ଜାଣିଛ ? ଯେଉଁଠି ସନ୍ଧ୍ୟା ଆଉ ମୁଁ ପ୍ରଥମେ କଥା ହେଇଥିଲୁ । ସେ ମୋତେ କହିଥିଲା “ମୁଁ ଖୁବ ଶୀଘ୍ର ତମ ପାଖକୁ ଫେରି ଆସିବି” ଆଉ ତାର ଅପେକ୍ଷା ରେ ଆଜି ପର୍ଯ୍ୟନ୍ତ ମୁଁ ସବୁ ଯାଗାରେ ଆଉ ସବୁ ସମୟରେ ସଫଳ ହୋଇ ଆସିଛି । ମୋର ଆଶା ସେ ତା କଥା ରଖିବ ଆଉ ସେ ମୋ ପାଇଁ ନିଶ୍ଚୟ ଫେରିବ ।

I Love You Sandhya….. & Miss You Lot…..

ମୋ କାହାଣୀ ଯାତ୍ରା ର ସଫଳତା ପଛରେ ଦୁଇ ଜଣଙ୍କର ହାତ ରହିଛି । ସେମାନେ ହେଉଛନ୍ତି Mr. & Mrs. Bhuyan ସେମାନଙ୍କୁ ଯେତେ ବି ଧନ୍ୟବାଦ ଜଣେଇଲେ କମ୍ ପଡିବ । ମୁଁ ଭାବୁଥିଲି ଯେ ମୋର ଏହି କାହାଣୀ କୁ ସମସ୍ତଙ୍କ ପାଖରେ କେମିତି ପହଞ୍ଚେଇବି । କିନ୍ତୁ ମୁଁ ଭାବେ ସଫଳ ହେବା ପଛରେ ମୋ ସନ୍ଧ୍ୟା ର ହାତ ଅଛି ଆଉ ସେ ଠିକ୍ ରାସ୍ତା ଦେଖେଇଛି । ମୋର କାହାଣୀ କୁ Mr. & Mrs. Bhuyan ଙ୍କୁ ପସନ୍ଦ ଲାଗିଲା ଆଉ ସେଥିପାଇଁ ସେ Bhuyans Blog ରେ ମୋ କାହାଣି କୁ Publish କରିଲେ। ସେଥିପାଇଁ ମୁଁ ବହୁତ ଖୁସି । ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାଥନା ଯେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏବଂ ସେମାନଙ୍କ ଚଲାପଥ କୁସୁମିତ ହେଉ । ଆଶା କରେ ଏହି କାହାଣୀ ଟି ଆପଣଙ୍କ ମନ କୁ ନିଶ୍ଚୟ ଛୁଇଁଥିବ । ଆଉ ମୋର ବିଶ୍ୱାସ ଯେ ଏହି କାହାଣୀ ପଢ଼ିଲା ପରେ ଆପଣ ଆପଣଙ୍କ ସାଙ୍ଗ ଆଉ ନିଜ ପ୍ରିୟଜନ ପାଖକୁ ନିଶ୍ଚୟ Share କରିବେ ।

କାହାଣି କୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପଢି ନିଜର ମତାମତ ଜଣାନ୍ତୁ ଏବ ଯେଉଁ ବନ୍ଧୁ ମାନେ ମୋର କାହାଣୀ କୁ ପୁରା ପଢ଼ିଛନ୍ତି ସେମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ।

Smruti Tume Sradhanjali (A true Story ) Page-179

କୁମାର:-ଚୋରଣି କେତେବେଳେ ତାକୁ ଖାଇଲୁ ବୋଉ ଯଦି ଜାଣିବ କଣ ହବ ? ଜାଣିଛୁ ?? 
ହଉ ଛାଡ଼ ସେ କଥା,  ୨ଟା ଲଡୁ ଖାଇଲୁ ଆଉରି କହୁଛୁ ଭୋକଲାଗୁନି !!
 ଜଲଦି ଖାଅ ନହଲେ ମାରିବି ।

ସନ୍ଧ୍ୟା:- ନାଇଁ ଆଉ ଖାଇପାରିବିନି ।

କୁମାର:- ତମେ ସେମିତି ମାନିବନି ମୁଁ ଖୁଆଇଦଉଛି, ପାଟି ଖୋଲ । 

କହିଲି ନା ପାଟି ଖୋଲ ।

ସନ୍ଧ୍ୟା:-ତମେ ବି ନା, ଖୁଆଇକି ହିଁ ଛାଡିବ ।

ସମସ୍ତେ କୁମାର ଆଉ ସନ୍ଧ୍ୟାକୁ ଦେଖିକି ହସୁଥାନ୍ତି ।

କୁମାର:- ତମମାନେ ଖାଅ । 

ଏଇ ବାୟାଣୀକୁ ନଖୁଆଇଲେ ଖାଇବନି ।

ସମସ୍ତେ ଖାଇବା ଜାରି ରଖିଲେ ।

କୁମାର:- ସବୁବେଳେ ଖାଲି ଛୋଟ ପିଲା ହେଇଯାଉଛ । ଖାଅ…
ଜଲଦି,  ସମସ୍ତେ ତମକୁ ଦେଖୁଛନ୍ତି ।
 ଦେଖିପାରୁନ ବାୟାଣୀ ।

ତାପରେ ସମସ୍ତେ ଖାଇସାରିଲେ କୁମାରର ବୋଉ ଆଉ ବାବା ସହ ସବୁସାଙ୍ଗମାନେ କଥା ହୋଇ ସାରିଲେ, ଦିନଟି ବହୁତ ଖୁସି ଆଉ ମଜାରେ କଟିଯାଇଥାଏ । 

ସମସ୍ତେ ବାହାରିଲେ ଯିବାକୁ ।

କୁମାର ମଜାକରେ କହୁଥାଏ…..

କୁମାର:- ସମସ୍ତେ ତ ରୋଷେଇରେ ସାହାଯ୍ୟ କଲ । ଏ ହଣ୍ଡା ସବୁ କିଏ ସଫା କରିବ ।

ସମସ୍ତେ କହିଲେ ଆମେ ସଫା କରିଦେଇ ଯିବୁ ନା କଣ ???

ଆରେ ନାହିଁ,, ମଜାକ କରୁଥିଲି ତମେମାନେ ଯାଅ,  ଟାଇମ ବହୁତ ହେଲାଣି । 
କାଲି ଟିଉସନରେ ମିଶିବା Okay ।
 ହଁ ଆକାଶ Care fully ଯିବ ।
 ସନ୍ଧ୍ୟାକୁ ଠିକ୍ ରେ ନେଇକି ତାଙ୍କ ଘରେ ପହଞ୍ଚେଇବୁ, ପହଞ୍ଚିକି Call କରିବୁ Okay ।

ତାପରେ ସମସ୍ତେ ନିଜ ନିଜ ଘରକୁ ଗଲେ । ପହଁଞ୍ଚିଲା ପରେ ଆକାଶ ଆଉ ସନ୍ଧ୍ୟା ଦୁହେଁ Call କରିକି ଜଣେଇଥିଲେ ।

କୁମାର ବି ତା କାମ ସାରିଦେଇଥାଏ ।
ରାତିରେ ସନ୍ଧ୍ୟା ସହ କଥା ହଉଥାଏ …ବହୁତ କଥାବାର୍ତ୍ତା ହେଲେ ।

ସେଇ ତିନି ଦିନ ଭିତରୁ ଗୋଟିଏ ଦିନ କଟିଯାଇଥାଏ । 
To be continued…….


Promo: (ବାକି ରହିଲା ଆଉ ଦୁଇଦିନ କଣ ହବ ସେ ଦୁଇଦିନରେ ଆଗକୁ ଜାଣିବା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-179



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_179
Smruti+tume+sradhanjali+in+odia+by+kumars+diary+part+179

Article & Experience.