Muun_Janena
ଅଜଣା ଏ ପୃଥିବୀ
ସତରେ କେତେ ବିସ୍ମୟ
ଆଉ କେତେ କୋଳାହଳ
ସତରେ କେହି ଜଣେ
ହାତ ଧରି ଡାକି ଆଣିଛି
ଏ ସୋନ୍ଦର୍ୟ୍ଯ ମୟ ପୃଥିବୀ କୁ ତୃପ୍ତି ମନରେ ଦେଖିବା ପାଇଁ…
ତାହା ମୁଁ ଜାଣେନା…
କାହିଁ କେତେ ଦୁରେ
ମୋ ଭବିଷ୍ୟତ
କେତେ ଅତିକ୍ରାନ୍ତ ପଥ
ଦେଇ ଚାଲିବି
ତାହା ମୁଁ ଜାଣେନା…
ସତରେ ମଣିଷ ଟିଏ ଜନମି ଗଲି ସିନା
କେତେ ଯେ ସାଂସାରିକ ଦୁଃଖ ଯନ୍ତ୍ରଣା
କେତେ ଯେ ବିରହ
କେତେ କଷ୍ଟ
ସବୁ କଣ ମୋତେ ସହିବାକୁ ପଡ଼ିବ
ତାହା ମୁଁ ଜାଣେନା….
ବାଳୁତ ରୁ ଯୌବନ ରେ ପାଦ ଦେଲି
ଲାଗୁଛି କାଲି ଭଳି
କଣ ହେବ ମୋର ଭବିଷ୍ୟତ
ତାହା ମୁଁ ଜାଣେନା…
କଣ କରିବାକୁ ଆସିଛି ଏ ଦୁନିଆ କୁ
କଣ କରିବି ଅବା ଆଗକୁ
ତାହା ମୁଁ ଜାଣେନା…
କିଏ ହେବ ମୋ
ସାଙ୍ଗ ଏବଂ ସଙ୍ଗିନୀ
କିଏ ଏ ଧରାତଳ ର ଧାତ୍ରୀ ହେବ
ତାହା ମଧ୍ୟ ମୁଁ ଜାଣେନା..
ସତରେ ଏ ବିଚିତ୍ର ପୃଥିବୀ
ର ମୋହ ମାୟା
ସଂସାର ର ଉନ୍ନତି ହେବ କି ଅବନତି
ତାହା ମୁଁ ଜାଣେନା….
କେତେ ଆଉ ବାଟ ଚାଲିବି
କେବେ ହେବ ମୋର ଶେଷ
ପଦ୍ମ ର ବାଲୁକା ଚିହ୍ନ
ତାହା ମୁଁ ଜାଣେନା…
By. Kumar….
Like this: Like Loading...
Lifestyle_Changing_Thoughts_In_Hindi_and_Odia_Part-23
LCT-122
दुरुपयोग करके खुसी को अपनाना मतलब बह कुछ क्षण की खुसी है । यह सत्य है कड़ी मेहनत आपके भविष्य केलिए बहुत सारा खुसी बचाकर रखा है । बिचार कीजिए !!
ଖରାପ ଭାବରେ ଖୁସି କୁ ହାସିଲ କରିବା ଅର୍ଥ ସେ ଖୁସି ଅଳ୍ପ ସମୟ ପରେ ଚାଲିଯିବ । ଯଦି କଠିନ ପରିଶ୍ରମ କରନ୍ତି ତେବେ ଭବିଷ୍ୟତ ଆପଣଙ୍କ ପାଇଁ ବହୁତ ଖୁସି ସଞ୍ଚୟ ରଖିଛି । ଚିନ୍ତା କରନ୍ତୁ ।।
LCT-123
ब्यतीत समय को दोष देकर बर्तमान समय को खराप करना मुर्खता कहलाता है । समय बर्बाद हो गया है तो क्या हुआ ? आपके पास अभी भी पर्याप्त समय है ।।
ଚାଲିଯାଇଥିବା ସମୟ କୁ ଦୋଷ ଦେଇ ବର୍ତ୍ତମାନ ସମୟ କୁ ଖରାପ କରିବା ମୁର୍ଖତା କୁହାଯାଏ । ସମୟ ଖରାପ ହେଇଗଲା ଯେ ଚିନ୍ତା କାହିଁକି , ବର୍ତ୍ତମାନ ଆପଣଙ୍କ ପାଖେ ବହୁତ ସମୟ ଅଛି ।
LCT-124
रिस्ते की आड़ में गलती को छुपाना गलत है । क्या पता बही रिस्तेदार कल आपकी गलती को लेकर रिस्ते को तोड़ दें । ସମ୍ପର୍କ ଆଢୁଆଳରେ ଭୁଲ କୁ ଲୁଚେଇବା ସବୁଠୁ ବଡ଼ ଭୁଲ ଅଟେ ।
କିଏ ଜାଣେ ସେ କାଲି ଆପଣଙ୍କ ଛୋଟ ଭୁଲ ପାଈଁ ଆପଣଙ୍କ ସହିତ ସମ୍ପର୍କ ଭାଙ୍ଗିପାରେ ।
LCT-125
कोई राह दिखा रहा है ! मतलब कुछ सोच कर आपकी भलाई केलिए बताया होगा । मगर सोचना जरूरी है कि बह कार्य गलत है या सही ??
ଯଦି କିଏ ରାସ୍ତା ଦେଖାଉଛି ତାର ଅର୍ଥ ଆପଣଙ୍କ ବିଷୟରେ କିଛି ଭଲ ଭାବି କହିଥିବ ।
ମାତ୍ର ନିଜକୁ ଥରେ ଭାବିବା ଦରକାର ପ୍ରକୃତରେ ସେହି ରାସ୍ତା ଅଥବା କାମ ଟି ଭୁଲ ନା ଠିକ ??
LCT-126
में नहीं करूंगा तो कोई और करेगा । यह सोच मनुष्य को बहुत आलसी बना देता है । परंतु कभी कभी अपना काम कितना भी देरी हो खुद को ही करना पड़ता है ।
ମୁଁ କରିବିନି ତ ଆଉ କିଏ କରିବ । ଏହା ଚିନ୍ତାଧାରା ମନୁଷ୍ୟ କୁ ବହୁତ ଅଳସୁଆ କରିଦିଏ । କିନ୍ତୁ ବେଳେବେଳେ କେତେ ଡେରି ହେଲେ ବି ସେ କାମ କୁ ନିଜକୁ ହିଁ କରିବାକୁ ପଡେ ।
Follow my blog and visit daily for new contents.
Thanks…….
Like this: Like Loading...
New World with Story, Poem, Article & Experience.