Lifestyle Changing Thoughts In Hindi and Odia Part-23


Lifestyle_Changing_Thoughts_In_Hindi_and_Odia_Part-23



Lifestyle Changing Thoughts In Hindi and Odia Part-23






LCT-122

दुरुपयोग करके खुसी को अपनाना
मतलब बह कुछ क्षण की खुसी है ।
यह सत्य है कड़ी मेहनत आपके भविष्य केलिए
बहुत सारा खुसी बचाकर रखा है ।
बिचार कीजिए !!

ଖରାପ ଭାବରେ ଖୁସି କୁ ହାସିଲ କରିବା
ଅର୍ଥ ସେ ଖୁସି ଅଳ୍ପ ସମୟ ପରେ ଚାଲିଯିବ ।
ଯଦି କଠିନ ପରିଶ୍ରମ କରନ୍ତି ତେବେ
ଭବିଷ୍ୟତ ଆପଣଙ୍କ ପାଇଁ ବହୁତ ଖୁସି ସଞ୍ଚୟ ରଖିଛି  ।
ଚିନ୍ତା କରନ୍ତୁ ।।



LCT-123

ब्यतीत समय को दोष देकर
बर्तमान समय को खराप करना
मुर्खता कहलाता है ।
समय बर्बाद हो गया है तो क्या हुआ ?
आपके पास अभी भी पर्याप्त समय है ।।
ଚାଲିଯାଇଥିବା ସମୟ କୁ ଦୋଷ ଦେଇ
ବର୍ତ୍ତମାନ ସମୟ କୁ ଖରାପ କରିବା
ମୁର୍ଖତା କୁହାଯାଏ ।
ସମୟ ଖରାପ ହେଇଗଲା ଯେ
ଚିନ୍ତା କାହିଁକି , ବର୍ତ୍ତମାନ ଆପଣଙ୍କ ପାଖେ ବହୁତ ସମୟ ଅଛି ।




LCT-124

रिस्ते की आड़ में गलती को छुपाना गलत है ।
क्या पता बही रिस्तेदार कल आपकी गलती को
लेकर रिस्ते को तोड़ दें ।
ସମ୍ପର୍କ ଆଢୁଆଳରେ ଭୁଲ କୁ ଲୁଚେଇବା ସବୁଠୁ ବଡ଼ ଭୁଲ ଅଟେ ।
 କିଏ ଜାଣେ ସେ  କାଲି ଆପଣଙ୍କ ଛୋଟ ଭୁଲ ପାଈଁ ଆପଣଙ୍କ ସହିତ ସମ୍ପର୍କ ଭାଙ୍ଗିପାରେ  ।




LCT-125

कोई राह दिखा रहा है !
मतलब कुछ सोच कर आपकी
भलाई केलिए बताया होगा ।
मगर सोचना जरूरी है कि बह
कार्य गलत है या सही ??

ଯଦି କିଏ ରାସ୍ତା ଦେଖାଉଛି ତାର ଅର୍ଥ ଆପଣଙ୍କ ବିଷୟରେ କିଛି ଭଲ ଭାବି କହିଥିବ ।
 ମାତ୍ର ନିଜକୁ ଥରେ ଭାବିବା ଦରକାର ପ୍ରକୃତରେ ସେହି ରାସ୍ତା ଅଥବା କାମ ଟି ଭୁଲ ନା ଠିକ ??



LCT-126

में नहीं करूंगा तो कोई और करेगा ।
यह सोच मनुष्य को बहुत आलसी बना देता है ।
परंतु कभी कभी अपना काम कितना
भी देरी हो खुद को ही करना पड़ता है ।

ମୁଁ କରିବିନି ତ ଆଉ କିଏ କରିବ ।
ଏହା ଚିନ୍ତାଧାରା ମନୁଷ୍ୟ କୁ ବହୁତ ଅଳସୁଆ କରିଦିଏ ।
କିନ୍ତୁ ବେଳେବେଳେ କେତେ ଡେରି ହେଲେ ବି
ସେ କାମ କୁ ନିଜକୁ ହିଁ କରିବାକୁ ପଡେ ।


Follow my blog and visit daily for new contents.

Thanks…….



One thought on “Lifestyle Changing Thoughts In Hindi and Odia Part-23”

Leave a Reply

Your email address will not be published. Required fields are marked *