Smruti Tume Sradhanjali (A true Story ) Page-45


ସନ୍ଧ୍ୟା:- ତମ ରିଏଲସେଲ ସେତିକି ଥାଉ । 


କିଏ ଯଦି ଦେଖିଦବ କଣ ଭାବିବେ । ଛାଡ଼ ନା Please ଛାଡ଼ ଦେଖ ଜେଜେ ମା ଆସିଲେଣି ।

କୁମାର:-ସତରେ ନା କଣ । ସନ୍ଧ୍ୟା କୁ ଛାଡି ଦେଇ, ନାଇଁ ଜେଜେ ମା ମୁଁ କିଛି କରିନି । 

ସନ୍ଧ୍ୟା ହସୁଥାଏ, କାଇଁ ଜେଜେ ମା ତ ଆସିନାହାଁନ୍ତି । 

ମୁଁ ଏମିତି ନ କହିଲେ କଣ ଛାଡିଥାନ୍ତ କି ।

 ମିଛେଇ ରୁହ ଦଉଛି । 

ଦୌଡ଼ି ଦୌଡ଼ି ଗଲାବେଳେ ଜେଜେବାପା ଦେଖିଦେଲେ ଦୁହେଁ ରହିଗଲେ ।

ଜେଜେବାପା:- ଆରେ ରୁହ କଣ ହେଲା ଏମିତି କାଇଁ ଦୌଡୁଛ ।

କୁମାର:- କଥା କଣ କି ଜେଜେ ବାପା ମୁଁ ସନ୍ଧ୍ୟା କୁ ଗୋଟେ Kiss କରିବାକୁ ଚାହୁଁଥିଲି ।

 ହେଲେ ଜେଜେ ମା ଆସିଲେଣି ମିଛ କହି ଦୌଡୁଯାଉଥିଲା ।

ଜେଜେବାପା:- ଓ ଏକଥା ଠିକ୍ ଅଛି ତାହାଲେ ତମେ ଯାଅ Best Of Luck କୁମାର All The Best ।

(ଦୌଡ଼ି ଦୌଡ଼ି ଜେଜେ ମା ପାଖରେ ପହଁଚିଲେ)

ଜେଜେ ମା:- କଣ ହେଲା କୁମାର କଣ ହେଇଛି କୁହତ ?? ତମେ ଦୁଇଜଣ କାହିଁକି ଦୌଡୁଛ ???

ସନ୍ଧ୍ୟା:- କିଛି ନାହିଁ ।

କୁମାର:- ମୁଁ କହୁଛି ଜେଜେ ମା, କଣ ହେଇଛି ।

ସନ୍ଧ୍ୟା:- କଣ ହେଇଛି କହିବ ?? ଚୁପ୍ ରୁହ, କିଛି ହେଇନି ତ ।

ଜେଜେ ମା:- ତୁ କହ କୁମାର ??

କୁମାର:- କଥା କଣ କି ? ମୁଁ ଗୋଟେ Kiss ମାଗିଲି, ହେଲେ ସେ ଦଉନି ।
To be continued…….


Promo: (   ଜେଜେ ମା ଙ୍କୁ Kiss ର meaning Kismis କୁହା ଯାଉଛି ପଢିବା next page ରେ…… )


କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-45



Follow My Pages:- 


Thanks….

Put your Valuable feedback