ସନ୍ଧ୍ୟା:- ତମ ରିଏଲସେଲ ସେତିକି ଥାଉ ।
କିଏ ଯଦି ଦେଖିଦବ କଣ ଭାବିବେ । ଛାଡ଼ ନା Please ଛାଡ଼ ଦେଖ ଜେଜେ ମା ଆସିଲେଣି ।
କୁମାର:-ସତରେ ନା କଣ । ସନ୍ଧ୍ୟା କୁ ଛାଡି ଦେଇ, ନାଇଁ ଜେଜେ ମା ମୁଁ କିଛି କରିନି ।
ସନ୍ଧ୍ୟା ହସୁଥାଏ, କାଇଁ ଜେଜେ ମା ତ ଆସିନାହାଁନ୍ତି ।
ମୁଁ ଏମିତି ନ କହିଲେ କଣ ଛାଡିଥାନ୍ତ କି ।
ମିଛେଇ ରୁହ ଦଉଛି ।
ଦୌଡ଼ି ଦୌଡ଼ି ଗଲାବେଳେ ଜେଜେବାପା ଦେଖିଦେଲେ ଦୁହେଁ ରହିଗଲେ ।
ଜେଜେବାପା:- ଆରେ ରୁହ କଣ ହେଲା ଏମିତି କାଇଁ ଦୌଡୁଛ ।
କୁମାର:- କଥା କଣ କି ଜେଜେ ବାପା ମୁଁ ସନ୍ଧ୍ୟା କୁ ଗୋଟେ Kiss କରିବାକୁ ଚାହୁଁଥିଲି ।
ହେଲେ ଜେଜେ ମା ଆସିଲେଣି ମିଛ କହି ଦୌଡୁଯାଉଥିଲା ।
ଜେଜେବାପା:- ଓ ଏକଥା ଠିକ୍ ଅଛି ତାହାଲେ ତମେ ଯାଅ Best Of Luck କୁମାର All The Best ।
(ଦୌଡ଼ି ଦୌଡ଼ି ଜେଜେ ମା ପାଖରେ ପହଁଚିଲେ)
ଜେଜେ ମା:- କଣ ହେଲା କୁମାର କଣ ହେଇଛି କୁହତ ?? ତମେ ଦୁଇଜଣ କାହିଁକି ଦୌଡୁଛ ???
ସନ୍ଧ୍ୟା:- କିଛି ନାହିଁ ।
କୁମାର:- ମୁଁ କହୁଛି ଜେଜେ ମା, କଣ ହେଇଛି ।
ସନ୍ଧ୍ୟା:- କଣ ହେଇଛି କହିବ ?? ଚୁପ୍ ରୁହ, କିଛି ହେଇନି ତ ।
ଜେଜେ ମା:- ତୁ କହ କୁମାର ??
କୁମାର:- କଥା କଣ କି ? ମୁଁ ଗୋଟେ Kiss ମାଗିଲି, ହେଲେ ସେ ଦଉନି ।
To be continued…….
Promo: ( ଜେଜେ ମା ଙ୍କୁ Kiss ର meaning Kismis କୁହା ଯାଉଛି ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-45
Follow My Pages:-
Thanks….
Facebook Comments