ଜେଜେ ମା:- ସେଇଟା କଣ ??
କୁମାର :- ସେଇଟା Kismis, ଖିରିରେ ପଡେନି ସେ Kismis କଥା କହୁଛି ।
ଜେଜେ ମା:- ଓ….. ଯା, ସନ୍ଧ୍ୟା ତୋ ରୁମ ରେ ରଖିଦେଇଛି ।
ତୋର ସରିଯାଇଥିଲା ତ ମୁଁ Full କରିଦେଇଛି ସେଥିରେ ଯା, କୁମାର କୁ ସେଥିରୁ ବାହାର କରିକି ଦବୁ ।
ସନ୍ଧ୍ୟା:- ଏଇ ନିଅ Kismis ଖାଇନିଅ ।
କୁମାର:- ମୁଁ ଏଇ Kismis କଥା କହୁଥିଲି କି ?? Kiss ଗୋଟେ ଦିଅ Miss ।
ଟିଉସନ ଟାଇମ ହେଇଗଲାଣି ଜଲଦି ଦିଅ ।
ସନ୍ଧ୍ୟା:- ତମେ ଗୋଟେ ଭାରି ଜିଦିଆ । ଦୁଷ୍ଟ କୋଉଠିକାର ଏମିତି କଣ ହଉଛ ଯେ ।
କୁମାର:- ଦିଅ ଦିଅ ଜଲଦି ।
(ଗୋଟେ Kiss ମିଳିଯାଇଥିଲା ତାପରେ ଦୁହେଁ ବାହାରିଲେ ଟିଉସନ ଯିବାକୁ )
ସନ୍ଧ୍ୟା:- ଗାଡି କିଏ ଚଲେଇବ ?? ତମେ ଚଳେଇବ ନା ମୁଁ ??
କୁମାର:- ଥାଉ ତମ ଗାଡି ତମେ ଚଲାଓ, ମୁଁ କାହିଁକି ଚଲେଇବି ।
ସନ୍ଧ୍ୟା:- ନା ନା ତମେ ଚଲାଓ ମୁଁ ପଛରେ ବସିବି ।
କୁମାର:- ମୁଁ ଚଲେଇବି ତମେ ପଛରେ ବସି ମସ୍ତି କରିବ ନାହିଁ ।
ସନ୍ଧ୍ୟା:- ନାହିଁ ମୁଁ କିଛି କରିବିନି । ତମେ ଚଲାଓ,
Please… Please….
କୁମାର:- OK ଓଲାହ, ମୁଁ ଚଲେଇବି ।
କଣ କରିବି କାଦୁରେ ଗୋଡ଼ ରଖିଛି ମାନେ ଧୋଇବାକୁ ତ ପଡିବ ନା ।
ସନ୍ଧ୍ୟା:- ବେଶି କୁହନି ଚଲାଓ ଶିଘ୍ର ।
To be continued…….
Promo: ( ରାସ୍ତା ରେ କୁମାର ଆଉ ସନ୍ଧ୍ୟା ର ଟିକିଏ ଦୁଷ୍ଟାମୀ ଆଉ surprise ଦେବା ପାଈଁ planning ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-46
Follow My Pages:-
Thanks….
Facebook Comments