Smruti Tume Sradhanjali (A true Story ) Page-48


ସନ୍ଧ୍ୟା:- ଠିକ ଅଛି, ତମେ ଘରକୁ ଯିବାକୁ ଚାହୁଁଛ ତ ଯିବା ।


 ଆମେ ଦୁଇଜଣ ମିଶିକି ଯିବା ତମେ ତମ ଘରକୁ ଟିକେ ବୁଲିଆସିବ ସେ ସୁଯୋଗରେ ମୁଁ ବି ଟିକେ ବୁଲିଆସନ୍ତି ।

କୁମାର:- ତମେ ଆମ ଘରକୁ ଯିବ !! ମୋ ବୋଉ ପଚରେ ଏ ଝିଅ କିଏ, ତା ଘର କୋଉଠି । ତୁ ରାତିରେ କୋଉଠି ଥିଲୁ ଏମିତି ବହୁତ ପ୍ରଶ୍ନ କରିବ ।

ସନ୍ଧ୍ୟା:- ତମେ କି ଭଳିଆ ପୁଅ କେଜାଣି ଏତିକି କଥା ମେନେଜ କରିପାରିବନି । 

କହିବ ଇଏ ମୋ ସାଙ୍ଗ କଲି ରାତିରେ ମୁଁ ୟାଙ୍କ ଘରେ ରହିଯାଇଥିଲି । Please କୁହନା ମୁଁ ବି ଯିବି ।

କୁମାର:- ତମେ ଠିକ କହୁଛ ଯେ, ହଉ ଛାଡ଼ ସେ କଥା ।

 ଟିଉସନ ଗଲାବେଳେ ତମେ ଆଗରେ ଚାଲିଯିବ ମୁଁ କିଛି ସମୟ ପରେ ଯିବି ନହଲେ ସେ ବାଳୁଙ୍ଗାମନେ ସନ୍ଦେହ କରିବେ ।

ସନ୍ଧ୍ୟା:- ହଉ ଠିକ ଅଛି ଯାହା ତମେ କହିବ ସେୟା କରିବି । ହେଲେ ତମେ ମୋ Scooty କୁ ଏମିତି ଶଗଡ଼ ପରି କାହିଁକି ଚଲାଉଛ ।

କୁମାର:- ଆଛା ଠିକ ଅଛି, ଏବେ ଦେଖ ମୁଁ କେମଟି ଚଲାଉଛି ।


ସନ୍ଧ୍ୟା:- ଓଃ ଏତେ ଯୋର ରେ କଣ ଯେ ଚଲାଉଛ ଟିକେ ଧୀରେ ଚଲଉନ ।

To be continued…….


Promo: (   ସୁନସାନ ରାସ୍ତାରେ କୁମାର ଆଉ ସନ୍ଧ୍ୟା ର ରୋମାଣ୍ଟିକ କଥାବାର୍ତ୍ତା ପଢିବା next page ରେ…… )

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-48



Follow My Pages:- 


Thanks….

Facebook Comments

Put your Valuable feedback