Smruti Tume Sradhanjali (A true Story ) Page-49


 କୁମାର:- ଦେଖ ୟାକୁ ଧିରେ ଚଲେଇଲେ କୁହୁଛି ଧିରେ କଣ ଚଲାଉଛ ଆଉ ଟିକେ ଜୋରରେ ଚଲାଓ  ଆଉ ଯେତେବେଳେ ଜୋରରେ ଚାଲାଉଛି କହୁଛି କଣ ନା ଧୀରେ ଚଲାଓ ।

ସନ୍ଧ୍ୟା:- ତମେ କଣ ଜାଣିପାରୁନ କି ଏତେ ଶୁନସାନ ରାସ୍ତାରେ ଆମେ ଦୁଇଜଣ ତା ଫିଲିଙ୍ଗସ ଟିକେ ଅଲଗା ନୁହଁ କି ?? 

ବେଶି ଜୋରରେ ନୁହଁକି ବେସି ଧିରେ ନୁହଁ ମଧ୍ୟମ ଧାରା ରେ ଚଲାଓ ଦେଖିବ କେମିତି ଲାଗିବ ।

କୁମାର:- ତମେ ଯେମିତି କହୁଛ ନା, ମୋର କଣ ଇଛା ହଉଛି ଜାଣିଛ ।

 ତମକୁ ଜାବୁଡି ଧରିବାକୁ ତମେ ଗାଡି ଚଲାଓ ମୁଁ ତମକୁ ଧରିକି ବସିବି ।

ସନ୍ଧ୍ୟା:- ନା ବାବା ନା ଜମା ନାହିଁ ।

 କେତେ ଦୁଷ୍ଟ ହେଇଗଲଣି ତମେ ।

କୁମାର:- ତମେ ଏବେ କହିଲ ନା ଏଇ ଶୁନସାନ ରାସ୍ତାରେ ଆମେ ଏକୁଟିଆ । 

ଆଉ ଗୋଟେ କଥା ଜାଣିଛ ତମେ ଗାଡି ଚଲାଉଥିବ ମୁଁ ତମ ପଛରେ ବସି ପଛପଟୁ ଧରିକି ବସିବି କେମିତି ହବ କହିଲ ।

ସନ୍ଧ୍ୟା:- ଚୋପା ହବ ନା ତମେ ଚଲାଓ । 

ତମେ ସେମିତି ବସିବ ଆଉ କିଏ ଯଦି ଦେଖିନବ କଣ ଭାବିବ ଯେ ।

କୁମାର:- ଦେଖିଲେ ଦେଖୁ କଣ ଟା ଭାସିଯିବ ଯେ । 

ତାପରେ ଆମକୁ ଏଠି କିଏ ଜାଣିନାହାନ୍ତି,  ଦେଖିଲେ କଣ ଭାବିବ କିଛି ଭାବିବନି ।

To be continued…….


Promo: (  ଟିଉସନ ଆଉ ଅନ୍ୟ କିଛି କଥା ଏବଂ ଆକାଶ କହେ କୁମାର କୁ ତୋ ପାଇଁ surprise ଅଛି college ରେ, ପଢିବା next page ରେ…… )

                  

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-49



Follow My Pages:- 

Thanks….

Put your Valuable feedback