କୁମାର:- ଦେଖ ୟାକୁ ଧିରେ ଚଲେଇଲେ କୁହୁଛି ଧିରେ କଣ ଚଲାଉଛ ଆଉ ଟିକେ ଜୋରରେ ଚଲାଓ ଆଉ ଯେତେବେଳେ ଜୋରରେ ଚାଲାଉଛି କହୁଛି କଣ ନା ଧୀରେ ଚଲାଓ ।
ସନ୍ଧ୍ୟା:- ତମେ କଣ ଜାଣିପାରୁନ କି ଏତେ ଶୁନସାନ ରାସ୍ତାରେ ଆମେ ଦୁଇଜଣ ତା ଫିଲିଙ୍ଗସ ଟିକେ ଅଲଗା ନୁହଁ କି ??
ବେଶି ଜୋରରେ ନୁହଁକି ବେସି ଧିରେ ନୁହଁ ମଧ୍ୟମ ଧାରା ରେ ଚଲାଓ ଦେଖିବ କେମିତି ଲାଗିବ ।
କୁମାର:- ତମେ ଯେମିତି କହୁଛ ନା, ମୋର କଣ ଇଛା ହଉଛି ଜାଣିଛ ।
ତମକୁ ଜାବୁଡି ଧରିବାକୁ ତମେ ଗାଡି ଚଲାଓ ମୁଁ ତମକୁ ଧରିକି ବସିବି ।
ସନ୍ଧ୍ୟା:- ନା ବାବା ନା ଜମା ନାହିଁ ।
କେତେ ଦୁଷ୍ଟ ହେଇଗଲଣି ତମେ ।
କୁମାର:- ତମେ ଏବେ କହିଲ ନା ଏଇ ଶୁନସାନ ରାସ୍ତାରେ ଆମେ ଏକୁଟିଆ ।
ଆଉ ଗୋଟେ କଥା ଜାଣିଛ ତମେ ଗାଡି ଚଲାଉଥିବ ମୁଁ ତମ ପଛରେ ବସି ପଛପଟୁ ଧରିକି ବସିବି କେମିତି ହବ କହିଲ ।
ସନ୍ଧ୍ୟା:- ଚୋପା ହବ ନା ତମେ ଚଲାଓ ।
ତମେ ସେମିତି ବସିବ ଆଉ କିଏ ଯଦି ଦେଖିନବ କଣ ଭାବିବ ଯେ ।
କୁମାର:- ଦେଖିଲେ ଦେଖୁ କଣ ଟା ଭାସିଯିବ ଯେ ।
ତାପରେ ଆମକୁ ଏଠି କିଏ ଜାଣିନାହାନ୍ତି, ଦେଖିଲେ କଣ ଭାବିବ କିଛି ଭାବିବନି ।
Thanks….