Smruti Tume Sradhanjali (A true Story ) Page-44


କୁମାର:- ଯାଉଛ କୁଆଡେ ??? ମୋ ଜିନିଷ ଟା, ଦେଇକି ତ ଯାଅ ମ୍ୟାଡ଼ମ । 


ତାପରେ ତମ ରୁମ କଣ ?? ମୋ ରୁମ କଣ ?? ଏଠି ମିଶିକି ଶୋଇଯିବା ।

ସନ୍ଧ୍ୟା:- ସତରେ ନା କଣ ? 

ଆଉ ସ୍ୱପ୍ନ ଦେଖନି ସେ ସବୁ ବାହାଘର ପରେ । 

ଯାଅ ଶୋଇ ଯାଅ ।

 ତାପରେ ସନ୍ଧ୍ୟା ଗୋଟେ Kiss ଦେଇ ଚାଲିଗଲା ତା ରୁମକୁ ।

ସନ୍ଧ୍ୟା ସକାଳୁ ଉଠି ଗାଧୁଆ ସାରି ମନ୍ଦିର ଯାଇକି ଆସିଲା ପରେ କୁମାର କୁ ଉଠେଇବାକୁ ଯାଇ ଦେଖିଲା କୁମାର ନାହିଁ ତା ରୁମରେ ।

କୁମାର ବି ସକାଳୁ ଉଠି ଗାଧୁଆ ସାରି ସନ୍ଧ୍ୟା ମନ୍ଦିର ଯିବା ରାସ୍ତାରେ ଲୁଚି ଲୁଚି ମନ୍ଦିର ଯାଇ ଆସି କବାଟ ପଛରେ ଲୁଚି ଯାଇଛି ।  

ସନ୍ଧ୍ୟା ଯେମିତି ଟିକେ ଆଗକୁ ଯାଇଛି । 
କୁମାର ଯାଇ ଖଟରେ ଶୋଇ ପଡିଲା । 

ସନ୍ଧ୍ୟା ଯେମିତି ପଛକୁ ବୁଲିଛି ଦେଖିଲା, କୁମାର ଶୋଇଛି ।

 କୁମାର ଉଠ ସକାଳ ହେଲାଣି ପରା, Tution ଯିବା ଉଠ  ।

 ହଠାତ ତା ହାତକୁ ଧରି ଖଟ ଉପରକୁ ଟାଣିନେଲା କୁମାର ।

ସନ୍ଧ୍ୟା:- ଏ କଣ କରୁଛ ଛାଡ଼ ମୋତେ କିଏ ଯଦି ଦେଖିନିଏ ।

ଓଃ ଛାଡ଼ନା ।

କୁମାର:-କାଇଁ ମୁଁ ଆଉ କାହାକୁ ଧରିଛି କି ?? ମୁଁ ମୋ ଭାବି ସ୍ତ୍ରୀ କୁ ଧରିଛି ନା । 

ତାପରେ ଆଗକୁ ଏମିତି ଅନେକ କିଛି କଥା ହବନା, ଆଗରୁ ଟିକେ ରିଏଲସେଲ କରିଦେଲେ ଅସୁବିଧା କଣ ??

To be continued…….
 
 
Promo: ( ଗୋଟେ  Kiss  ପାଈଁ କେତେ tension ପଢ଼ିବା,next page ରେ…… )
 
 
କୁମାର ଙ୍କ Personal Diary ରୁ……..
 
Pages:


 
 
Follow my Blog and find Smruti Tume Sradhanjali Part-44



Advertisements
Follow My Pages:- 

Thanks….

Leave a Reply

Your email address will not be published. Required fields are marked *