କୁମାର:- ଆଉ ଗୋଟେ ଜିନିଷ ଭୁଲିଯାଉଛ ।
ସନ୍ଧ୍ୟା:- କଣ ?
କୁମାର:- ସତରେ ଜାଣିନ ନା ଜାଣିକି ଜାଣିଲାଭଳି ହଉଛ ।
ସନ୍ଧ୍ୟା:- ସତରେ ଜାଣିନି କଣ କୁହ ? ଆମ ଘରେ ମୁଁ ଏତିକି ଜାଣିଛି । ଆଉ କଣ ଦରକାର କୁହ ମୁଁ ଆଣିଦେବି ।
କୁମାର:- କୁଆଡୁ ଆଣିବାକୁ ପଡିବନି, ତମ ପାଖରେ ଅଛି ।
ଆଉ ସେଇଟା ହଉଛି । ତମ ଗୋଲପି ଓଠରେ ଗୋଟେ ଛୋଟିଆ Kiss ।
ସନ୍ଧ୍ୟା:- ଦୁଷ୍ଟ କୋଉଠିକାର, ସେତେବେଳେ ଗୋଟେ ଦେଇଥିଲି ନା, ଆଉ କଣ ଯେ ।
କୁମାର:- ସେଟା ତ Evening ର ଟିଫିନ୍ ଥିଲା । ଆଉ Dinner ମିଳିବନି କି ।
ସନ୍ଧ୍ୟା:- ଏବେ ପରା Dinner ସାରିକି ଆସିଲ ।
କୁମାର:- ସେ Dinner ପେଟ ସିନା ପୁରିଗଲା ହେଲେ ମନ ପୁରିନି ।
ମନକୁ ବି ଭୋକ ଲାଗିବନା, ତାକୁ ଖାଇବାକୁ ଦବନି ନା କଣ ?? ଦିଅ ଦିଅ ଜଲଦି ଦିଅ ଭୋକ ହେଲାଣି ।
ସନ୍ଧ୍ୟା:- ତମକୁ କିଛି ବି କହି ହବନି ।
ସତରେ ଦେବି ନା କଣ ?? ବୋଉ ସୋଇନି ଯଦି ସେ ଚାଲିଆସିବ ।
କୁମାର:- ସେ ଆଉ ଆସିବେନି ମୁଁ ଠିକ୍ ଜାଣିଛି ।
ସେ ଜାଣିକି କହିଲେ ତମକୁ ମୋତେ ରୁମ ଦେଖେଇବା ପାଇଁ ।
ସନ୍ଧ୍ୟା:- ତମକୁ ତ ସବୁ ଜଣା ଆଉ । ମୁଁ ଆସୁଛି ମୋତେ ନିଦ ଲାଗିଲାଣି ।
To be continued…….
Promo: ( କୁମାର ଆଉ ସନ୍ଧ୍ୟା ର ଆଉ କିଛି କଥା ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-43
Follow My Pages:-
Thanks….