ଦୁହେଁ ଦୁହିଁଙ୍କୁ ଖୁଆଇ ଦେଉଥାନ୍ତି ହଠାତ୍ ଜଣେ ପଡୋଶୀ ଘର ନାନୀ ଆସିଯାଇଥାନ୍ତି ।
ସନ୍ଧ୍ୟା:- କଣ ହେଲା ନାନୀ କଣ କାମ ଥିଲା କି ??
ନାନୀ:- ତୋ ବୋଉ ନାହିଁ କି ? କାଇଁ ଦେଖାଯାଉନାହାନ୍ତି । ଆଛା ଏ ପୁଅ କିଏ ??
ସନ୍ଧ୍ୟା:- ଇଏ ହେଉଛନ୍ତି ମୋ ସାଙ୍ଗ ବହୁତ ମଜା କରନ୍ତି ।
କୁମାର:- ନାନୀ ନମସ୍କାର ନାଇମ ମୁଁ ୟାଙ୍କ ସାଙ୍ଗ ନୁହେଁ ମୁଁ ୟାଙ୍କର ସିଏ ହେବି !!!
ନାନୀ:- ସତରେ ନା କଣ ?? ସତେରେ ତମେ ବହୁତ ମଜା କରୁଛ ।
କୁମାର:- ହଁ ମ ନାନୀ, ବେଳେବେଳେ ଏମିତି ମଜା କରିଦିଏ ।
ନାନୀ:- ହଉ ତମେ ଏବେ କୁଆଡେ ଯିବ ନା କଣ ?? ପୁରା ସେଟିଙ୍ଗ ଉପରେ ବାହାରିଛ ।
କୁମାର:- କଲେଜ ଯିବାପାଇଁ ବାହାରିଛୁ ।
ନାନୀ:- ହୋଲିରେ ବାହାରିଛ ଯିବାପାଇଁ ?? ଦେଖିକି ଯିବ କିଏ ରଙ୍ଗ ଫୋପଡା – ଫୋପାଡି କରିବ ।
କୁମାର:- ହଉ ନାନୀ ଠିକ ଅଛି ।
ନାନୀ:- ସନ୍ଧ୍ୟା ଟିକେ ଶୁଣିଲୁ ।
ସନ୍ଧ୍ୟା:- କଣ ହେଲା ନାନୀ କଣ କାମଥିଲା କି ??
ନାନୀ:- ଶୁଣ ଇଏ କଣ ସେଇ ପିଲା !!! ତୁ ଯାହା କଥା କହୁଥିଲୁ ।
ସନ୍ଧ୍ୟା:- ହଁ ନାନୀ ଇଏ ହେଉଛନ୍ତି କୁମାର !! ଯାହା କଥା ତମକୁ କହୁଥିଲି ।
ନାନୀ:- ବହୁତ ଭଲ ପିଲା ଭଳି ଲାଗୁଚି ସତରେ ତମ ଯୋଡି ପୁରା ମସ୍ତ ହବ ।
ସନ୍ଧ୍ୟା:- ତମେ ବି ନାନୀ କଣ ଯେ କୁହ ।
To be continued…….
Promo: ( ପଡୋଶୀ ଘର ନାନୀ ଆଉ ସନ୍ଧ୍ୟା କୁମାର ବିଷୟରେ କଥା ହୁଅନ୍ତି, ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-58
Follow My Pages:-
Thanks….