If not fail

What’s something you would attempt if you were guaranteed not to fail.

What would you try if you were guaranteed not to fail? I will confirm if this is true or just a rumor. If I don’t have to face failure then I will try to do the work with all my heart. Let me know what you do in the comment box.

ଯଦି ତୁମେ ବିଫଳ ନହେବାକୁ ନିଶ୍ଚିତ କରାଗଲେ ତୁମେ କ’ଣ ଚେଷ୍ଟା କରିବ? ମୁଁ ନିଶ୍ଚିତ କରିବି କି କଣ ଏହା ସତ୍ୟ ନା କେବଳ ଆଶ୍ଵାସନା । ଯଦି ମୋତେ ବିଫଳ ହେବାର ସମ୍ମୁଖୀନ ହେବାକୁ ପଡିବ ନାହିଁ ତେବେ ମୁଁ ସେହି କାର୍ଯ୍ୟ କୁ ପୂର୍ଣ୍ଣ ରୂପରେ ମୋ ହୃଦୟରୁ କାର୍ଯ୍ୟ କରିବାକୁ ଚେଷ୍ଟା କରିବି। ଆପଣ କଣ କରିବେ କମେଣ୍ଟ ବକ୍ସ ରେ ଜଣାନ୍ତୁ।

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading