Million Dollar

If you had a million dollars to give away, who would you give it to?

If I had to give a million dollars, I would definitely want to give it to an old age home or an orphanage. Because their life is more difficult than our daily life. If you ever want to see the real hardships in life, then you can see how the elderly father and mother are suffering in that old age home. Then I must want to donate there. One question is now a days no one gives a dollar to anyone without interest so no one will give dollar. Even if I do, I would definitely like to donate to an old age ashram or an orphan ashram.

Advertisements


ଯଦି ମୋତେ ଏକ ଲକ୍ଷ ଡଲାର ଦେବାର ଅଛି ତେବେ ମୁଁ ନିଶ୍ଚୟ ଭାବେ କୌଣସି ବୃଦ୍ଧା ଆଶ୍ରମ କିମ୍ବା କୌଣସି ଅନାଥ ଆଶ୍ରମ କୁ ଦେବାକୁ ଚାହିଁବି । କାରଣ ଆମର ଦୈନନ୍ଦିନ ଜୀବନ ଅପେକ୍ଷା ସେମାନଙ୍କ ଜୀବନ ବହୁତ୍ କଷ୍ଟ ଦାୟକ ଅଟେ । ଜୀବନରେ କେବେ ପ୍ରକୃତ କଷ୍ଟ ଦେଖିବାକୁ ଚାହୁଁଛ ତେବେ ସେହି ବୃଦ୍ଧା ଆଶ୍ରମ ରେ ବୁଢ଼ା ବାପା ମା କେମିତି କଷ୍ଟ ପାଉଛନ୍ତି ସେଠି ଦେଖିବାକୁ ମିଳେ । ତେବେ ମୁଁ ନିଶ୍ଚୟ ସେଠି ଦାନ କରିବାକୁ ଚାହିଁବି। ଗୋଟିଏ ପ୍ରଶ୍ନ ଆଜିକାଲି ବିନା ସ୍ବାର୍ଥ ରେ କେହି କାହାକୁ ଗୋଟିଏ ଡଲାର ଦିଅନ୍ତି ନାହିଁ ତେବେ ଏକ ଲକ୍ଷ୍ୟ ଡଲାର କେହି ଦେବେ ନାହିଁ । ଯଦିଓ ଦିଅନ୍ତି ତେବେ ମୁଁ ନିଶ୍ଚୟ ବୃଦ୍ଧା ଆଶ୍ରମ କିମ୍ବା ଅନାଥ ଆଶ୍ରମ ରେ ଦାନ କରିବାକୁ ଚାହିଁବି ।

Leave a Reply

Your email address will not be published. Required fields are marked *