कामना शक्ति के ऊपर नियंत्रण कैसे करें

इच्छा और कामना की शक्ति पृथ्वी के सभी प्राणियों के पास महजूद है। मनुष्य उनमें से एक है। जिसकी इच्छा और कामना शक्ति सबसे अधिक है ।

यदि इस इच्छा और कामना शक्ति को नियंत्रित किया जा सके और सही तरीके से काम में लिया जा सके, तो दुनिया में अन्याय और उत्पीड़न को रोका जा सकता है।

इस कामना शक्ति का वर्णन पुराणों और किंवदंतियों में भी किया गया है। इसलिए यह कहा जाता है कि इस शक्ति का प्रभाव तब से शुरू हुआ होगा जब मनुष्य इस शक्ति का उपयोग करके अपने परिवार को आगे बढ़ाने केलिए सोचा होगा ।

लेकिन समय के साथ इच्छा एवं कामना शक्ति के कारण बहुत अन्याय और अत्याचार होने लगा है। जिसका असर स्त्री जगत के साथ साथ छोटी बच्चियों पर बहुत ज्यादा पड़ता ह

और उनको समाज की नजरों में कलंकित किया जाता है और उनकी आगे की जीवन समस्याग्रस्त में बदल जाता है।

रोकथाम और उपाय

1. समाज में नए युवा पीढ़ी के लिए इच्छा शक्ति की अच्छी शिक्षा की व्यवस्था होनी चाहिए।

3. नई युवा पीढ़ी को मोबाइल पर खराब प्रोग्राम देखने से बचना चाहिए और बेहतर मार्गदर्शक विषयों वाले वीडियो देखने चाहिए।

2. मनुष्य अपने मन को नियंत्रित करने के लिए कुछ योग प्रक्रिया का अभ्यास करना चाहिए।

4. अगर मोबाइल पर कुछ देखते हो तो एजुकेशनल वीडियो देखना चाहिए और कुछ फनी या कॉमेडी देखनी चाहिए।

परिणामस्वरूप, मनुष्य अपनी इच्छा और कामना शक्ति पर धीरे धीरे नियंत्रण रखना शुरू कर देगा। इस प्रक्रिया का पालन करने से बहुत लाभदायक हो सकती है ।

In Odia

ଇଛା ଆଉ କାମନା ଶକ୍ତି ପୃଥିବୀ ର ସମସ୍ତ ପ୍ରାଣୀ ପାଖରେ ଥାଏ। ସେଥି ମଧ୍ୟରୁ ମନୁଷ୍ୟ ଅନ୍ୟତମ ।

ମନୁଷ୍ୟ ଯାହାର ଇଚ୍ଛା ଶକ୍ତି ସବୁଠୁ ଅଧିକ । ହେଲେ ଏହି ଇଚ୍ଛା ଏବଂ କାମନା ଶକ୍ତି କୁ ଯଦି ସୀମିତ କରାଯାଏ ଏବଂ ତାକୁ ସଠିକ୍ ରୂପରେ କାର୍ଯ୍ୟରେ ଲଗାଯାଇ ପାରିବ ଏବଂ ପ୍ରୁଥିବି ରେ ଅନ୍ୟାୟ ଅତ୍ୟାଚାର ରୋକା ଯାଇ ପାରିବ।

ଏହି କାମନା ଶକ୍ତି ପୁରାଣ ଏବଂ କିମ୍ବଦନ୍ତୀ ରେ ମଧ୍ୟ ବର୍ଣ୍ଣିତ ଅଛି ତେବେ କୁହା ଯାଇ ପାରିବ ଯେ ଏହି ଶକ୍ତି ର ପ୍ରଭାବ ତେବେ ଆରମ୍ଭ ହୋଇଥିଲା ଯେବେ ମଣିଷ ନିଜ ବଂଶ ରକ୍ଷା ପାଇଁ ଏହି ଶକ୍ତି ର ବ୍ୟବହାର କରି ଆସୁଥିଲା।

କିନ୍ତୁ ସମୟ କ୍ରମେ ଏହି କାମନା ଶକ୍ତି ଯୋଗୁଁ ବର୍ତମାନ ବହୁତ୍ ଅନ୍ୟାୟ ଏବଂ ଅତ୍ୟାଚାର ମଧ୍ୟ ହେଉଛି । ଯାହାର ପରିଣାମ ସ୍ତ୍ରୀ ଜଗତ ଏବଂ ଛୋଟ ଛୋଟ ଝିଅ ମାନଙ୍କ ଉପରେ ବହୁତ୍ ପ୍ରଭାବ ପକେଇ ଥାଏ ଏବଂ ସେମାନେ ସମାଜ ଆଖିରେ କଳଙ୍କିତ ହେବା ସହିତ ଆଗାମୀ ଜୀବନ ତାଙ୍କର ସମସ୍ୟା ଜନକ ହୋଇ ଯାଏ।

ପ୍ରତିକାର କଣ

1. ସମାଜ ରେ ଯୁବ ପୀଢ଼ି ଙ୍କ ପାଇଁ କାମନା ଶକ୍ତି ବିଷୟରେ ଉତ୍ତମ ଶିକ୍ଷା ର ବ୍ୟବସ୍ଥା ହେବା ଦରକାର ।

2. ନିଜ ମନକୁ କଣ୍ଟ୍ରୋଲ କରିବା ପାଇଁ କିଛି ଯୋଗ ପ୍ରକ୍ରିୟା ଅଭ୍ୟାସ କରିବା ଦରକାର।

3. ନୂତନ ଯୁବ ପୀଢ଼ି ମୋବାଇଲ୍ ରେ ଖରାପ କାର୍ଯ୍ୟକ୍ରମ ଦେଖିବା ରୁ ବଞ୍ଚିତ ହୋଇ ଉନ୍ନତ ମାର୍ଗ ଦର୍ଶକ ବିଷୟ ଯୁକ୍ତ ଭିଡିଓ ଦେଖିବା ଦରକାର ।

4. ଯଦିଓ ମୋବାଇଲ୍ ଦେଖୁଛନ୍ତି ତେବେ ତାଙ୍କୁ ପାଠ୍ୟକ୍ରମ ଯୁକ୍ତ ଭିଡିଓ ଦେଖିବା ଦରକାର ଏବଂ କିଛି ମଜା ଜନକ କିମ୍ବା କମେଡି ଦେଖିବା ଦରକାର ।

ଫଳତଃ ନିଜର କାମନା ଶକ୍ତି ଉପରେ କଣ୍ଟ୍ରୋଲ ରହିବା ଆରମ୍ଭ ହୋଇଯିବ। ଏହି ପ୍ରକ୍ରିୟା କୁ ଅନୁସରଣ କରନ୍ତୁ । ନିଶ୍ଚୟ ଫଳପ୍ରଦ ହେବ।

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading