If lost possession

What would you do if you lost all your possessions?

I am very happy indeed and I must leave my house and take shelter of God because all of this only for that wealth. If there is no wealth then there will be no lust and wish. And to what temple or holy place I should go and serve there to poor people.

ମୁଁ ସତରେ ବହୁତ୍ ଖୁସି ହୁଅନ୍ତି ଏବଂ ମୁଁ ମୋର ଗୃହ ତ୍ୟାଗ କରି ଭଗବାନ ଙ୍କ ଶରଣ ନିଶ୍ଚୟ ହୁଅନ୍ତି କାରଣ ଏହି ମୋହ ମାୟା କେବଳ ସେ ସମ୍ପତି ପାଇଁ। ଯଦି ସମ୍ପତି ହିଁ ନାହିଁ ତେବେ ଲୋଭ ମୋହ ମାୟା ମଧ୍ୟ ରହିବ ନାହିଁ । ଏବଂ ମୁଁ କେଉଁ ମନ୍ଦିର କିମ୍ବା ପବିତ୍ର ସ୍ଥାନରେ ଯାଇ ଗରିବ ମାନଙ୍କ ସେବା କରିବା ପାଇଁ ନିଜକୁ ଉଚିତ୍ ମନେ କରିବି।

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading