What’s a topic or issue about which you’ve changed your mind?
Help is such an issue that whenever I think about it, I feel pity and desire to help. This issue of help is so heart touching. Whenever I hear this word, a frenzy arises in my mind. Actually this topic is my very favorite and very good topic.
ସାହାଯ୍ୟ ଏମିତି ଏକ ପ୍ରସଙ୍ଗ ଯାହା ମୁଁ ଯଦି ଚିନ୍ତା କରେ ତେବେ ମୋତେ ମୋ ମନରେ ଦୟା ଭାବ ଜାତ ହୁଏ ଏବଂ ସାହାଯ୍ୟ କରିବା ପାଇଁ ମନରେ ଇଚ୍ଛା ଜାଗ୍ରତ ହୁଏ । ସତରେ ସାହାଯ୍ୟ ପ୍ରସଙ୍ଗ ଟି ଏତେ ହୃଦୟ ମର୍ମି ଅଟେ । ଯେ କୌଣସି ସମୟରେ ଏହି ଶବ୍ଦ ଟି ଶୁଣେ ତେବେ ମନରେ ଏକ ଉନ୍ମାଦନା ଜାଗ୍ରତ ହୋଇ ଉଠେ । ସତରେ ଏହି ପ୍ରସଙ୍ଗ ଟି ମୋର ଅତି ପ୍ରିୟ ଏବଂ ବହୁତ୍ ଉତ୍ତମ ପ୍ରସଙ୍ଗ ଟିଏ ।
