What have you been putting off doing? Why?
At present I am trying to stop my laziness and change myself to be more energetic. Why, if I do not control my laziness now, the future will give me more trouble. And I believe that my time will be wasted.
ବର୍ତ୍ତମାନ ସ୍ଥିତି ରେ ମୁଁ ନିଜର ଅଳସ ପଣ କୁ ବନ୍ଦ କରି ତାକୁ ଅଧିକ ଉର୍ଜାବାନ୍ ହେବାକୁ ନିଜକୁ ବଦଳେଇବା ପାଇଁ ଚେଷ୍ଟା କରୁଛି । କାହିଁକି ଯଦି ମୁଁ ଏବେ ନିଜ ଅଳସ ପଣ କୁ ନିୟନ୍ତ୍ରଣ କରିବି ନାହିଁ ତେବେ ଭବିଷ୍ୟ ମୋତେ ଅଧିକ କଷ୍ଟ ଦେବ । ଏବଂ ମୋ ସମୟ ବେକାର ଯିବ ବୋଲି ମୋର ବିଶ୍ବାସ ।