Principle of life

What principles define how you live?

Daily living should always be of a high standard. If you want to live your life in misery, that’s fine too. If you can’t bear to see other people’s happiness, you will still be sad. This is a different matter. But you must understand why I say this. Nowadays everyone has started living in envy. As he does, so will I. As he has it, so will I? I don’t have that thing. I have to have it? All this is done by looking at others. And I always prefer to stay away from this kind of nature. Even though my family always tries to adapt to my situation with good sense, I never feel that way. My thoughts are just like the thoughts of my family and so should be the thoughts of everyone. My life is in perfect harmony with my thoughts and I never have any problems. I sleep in peace every Night. Because the scripture says that he cannot sleep in peace means he is living in worry and not happy in his life. So what is your opinion? And how you want to live your life.

Advertisements

ଦୈନିକ ଜୀବନ ଯାପନ ସର୍ବଦା ଉଚ୍ଚ କୋଟୀର ହେବା ଦରକାର। ଯଦି ଆପଣ ନିଜ ଜୀବନ କୁ ଦୁଃଖରେ ବିତେଇବାକୁ ଚାହୁଁଛନ୍ତି ତେବେ ମଧ୍ୟ ଠିକ୍ । ଯଦି ଆପଣ ଅନ୍ୟର ଖୁସି ଦେଖି ସହ୍ୟ କରି ପାରୁ ନାହାନ୍ତି ତେବେ ମଧ୍ୟ ଆପଣ ଦୁଃଖୀ ରହିବେ। ଏହା ତ ଅଲଗା କଥା । ମାତ୍ର ମୁଁ ଏହା କାହିଁକି କହୁଛି ତାହା ଆପଣଙ୍କୁ ନିଶ୍ଚୟ ଅନୁଭବ ହେବ। ଆଜିକାଲି ସମସ୍ତେ ଇର୍ଷାରେ ବଞ୍ଚିବା ଆରମ୍ଭ କରି ଦେଲେଣି । ସେ ସେମିତି କରୁଛି ମୁଁ ମଧ୍ୟ ତାହା କରିବି। ତାହାର ଏମିତି ଅଛି ମୁଁ ମଧ୍ୟ ତାହା କରିବି। ମୋ ପାଖରେ ସେ ଜିନିଷ ଟି ନାହିଁ । ମୋ ପାଖେ ରହିବା ଦରକାର । ହେଲେ ଏହି ସବୁ ଅନ୍ୟ କୁ ଦେଖି ହିଁ ହୋଇଥାଏ । ଏବଂ ଏହି ପ୍ରକାର ପ୍ରକୃତି ଠାରୁ ମୁଁ ସର୍ବଦା ଦୂରରେ ରହିବାକୁ ପସନ୍ଦ କରେ । ଏମିତି କି ମୋର ପରିବାର ମୋତେ ସବୁ ସମୟରେ ଉତ୍ତମ ଜ୍ଞାନ ସହିତ ମୋ ପରିସ୍ଥିତି ସହିତ ଖାପ ଖୁଆଇ ଚାଲିବାକୁ ଚେଷ୍ଟା କରେ ସେଥିପାଇଁ ମୋତେ କେବେ ସେମିତି ଅନୁଭବ ହୁଏ ନାହିଁ । ମୋର ଚିନ୍ତାଧାରା ଯେମିତି ମୋ ପରିବାର ର ଚିନ୍ତାଧାରା ମଧ୍ୟ ଠିକ୍ ସେମିତି ଏବଂ ଏମିତି ଚିନ୍ତାଧାରା ସମସ୍ତଙ୍କ ର ହେବା ଉଚିତ୍। ମୋ ଚିନ୍ତାଧାରା ସହିତ ମୋ ଜୀବନ ଠିକ୍ ଠାକ୍ ରେ ଚାଲେ ଏବଂ ମୋତେ କେବେ ଅସୁବିଧା ହୁଏ ନାହିଁ । ମୁଁ ପ୍ରତିଦିନ ଶାନ୍ତି ରେ ଶୟନ କରେ । କାରଣ ଶାସ୍ତ୍ର ରେ ଅଛି ଯେ ଶାନ୍ତି ରେ ଶୟନ କରି ପାରୁନି ଅର୍ଥ ସେ ଚିନ୍ତା ରେ ରହୁଛି ଏବଂ ନିଜ ଜୀବନରେ ଖୁସି ରେ ନାହିଁ । ତେବେ ଆପଣଙ୍କ ମତ କଣ। ଏବଂ ଆପଣ କେମିତି ଜୀବନ ବିତେଇବାକୁ ଇଚ୍ଛା ରଖୁଛନ୍ତି।

Leave a Reply

Your email address will not be published. Required fields are marked *