Shop

Superb Question and i must give the answer.

It’s multiple thinking of my mind..

If you were going to open up a shop, what would you sell?

Sometimes I think I leave this job and do some other business. So what if I do business? That is also a concern if the job is going on. But still in this busy life, how long will I do this job? Then again, what else should I do instead of a job? That’s business again. Let’s see.

I would like to start a coffee shop. There is a lot of Flavours coffee served for everyone. Will it run again or not if the biography is damaged? But again I will have a nice bakery tea at the coffee shop. The bakery is also doing very well. But the biggest thing happened. The bakery system is already there in our market. But as a matter of fact, I will have a coffee shop with a bakery. And put special items that will get people interested and people will start coming. Time will tell if this dream of mine will come true or not. Then you can also say your wish here.

ବେଳେବେଳେ ମୁଁ ଭାବେ ଏହି ଚାକିରି ଛାଡି କିଛି ଅନ୍ୟ ବ୍ୟବସାୟ କରିବି । ତେବେ ବ୍ୟବସାୟ କରିବି ଯଦି କଣ କରିଲେ ଠିକ୍ ହେବ ? ତାହା ମଧ୍ୟ ଚିନ୍ତା ଜନକ ତେବେ ଭାବେ ହଉ ଚାକିରି ତ ଚାଲିଛି, ଚାଲୁ ଥାଉ । କିନ୍ତୁ ତଥାପି ଏହି ବ୍ୟସ୍ତମୟ ଜିବନରେ କେତେ ଦିନ ଆଉ ଏମିତି ଚାକିରି କରିବି ଭାବେ। ତେବେ ପୁଣି ଭାବେ ଯଦି ମୁଁ ଚାକିରି ବଦଳରେ ଅନ୍ୟ କଣ କରିବା ଠିକ୍ ହେବ। ତାହା ପୁଣି ବ୍ୟବସାୟ। ଚାଲନ୍ତୁ ଦେଖିବା ।

ଯେମିତି ଭାବେ ଗୋଟିଏ କଫି ଶପ୍ ଟେ କରିବି । ସେଠି ବହୁତ୍ ଫ୍ଲେବର ର କଫି ସମସ୍ତଙ୍କୁ ପିଆଇବି। ପୁଣି ଭାବେ ଚାଲିବ କି ନାହିଁ କାଳେ କ୍ଷତି ହୋଇ ଜୀବନୀ ତ? କିନ୍ତୁ ପୁଣି ଭାବେ କଫି ଶପ ସହିତ ଗୋଟିଏ ଭଲ ବେକରୀ ଟେ କରିବି । ବେକେରୀ ମଧ୍ୟ ବହୁତ୍ ଭଲ ଚାଲେ । ମାତ୍ର ସବୁଠୁ ବଡ କଥା ହେଲା । ଆମ ମାର୍କେଟ ରେ ବେକରୀ ତ ଆଗରୁ ଅଛି । କିନ୍ତୁ ଭାବେ ନା ନା ବେକରୀ ସହିତ କଫି ଦୋକାନ ଟେ କରିବି। ଏବଂ ସ୍ପେଶଲ୍ ଆଇଟମ ରଖିବି ଯାହା ଫଳରେ ଲୋକ ମାନଙ୍କ ମନ ଲାଗିବ ଏବଂ ଲୋକେ ଆସିବା ଆରମ୍ଭ କରିବେ। ତେବେ ଦେଖା ଯାଉ ମୋର ଏହି ସ୍ବପ୍ନ ପୂରଣ ହେବ କି ନାହିଁ ସମୟ କହିବ। ତେବେ ଆପଣ ମଧ୍ୟ ନିଜ ଇଚ୍ଛା କୁ ଏଠି କହି ପାରିବେ ।

Leave a Reply

Your email address will not be published. Required fields are marked *