Target

I am trying to reach a goal which is very tough but I don’t want to give up on my efforts.

How do you plan your goals?

As time goes by, I try to be realistic about my goals and time and keep them balanced.

I have a dream of becoming a Higher Officer in my life but I don’t know whether the burden of this time and this position will hold my patience until I reach the destination!

But I don’t want to fail in my endeavors and may God give me courage and keep me going with high hopes and hopes until I reach my goal.

I will not neglect my duties but I hope God will give me that much time.

I have full faith that it will be true and I will not hesitate to multiply my efforts to reach the truth.

So God gives strength to my faith. So that I can reach my destination quickly.

So please share your opinion on this article by commenting.

ମୁଁ ଏମିତି ଗୋଟିଏ ଲକ୍ଷ୍ୟ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛି ଯାହା କି ପାଇବା ଅସମ୍ଭବ କିନ୍ତୁ ମୁଁ ମୋର ପ୍ରୟାସ ରେ ହାର ମାନିବାକୁ ଚାହୁଁ ନାହିଁ।

ସମୟ ସହିତ ତାଳ ମିଳେଇ ମୁଁ ମୋର ଲକ୍ଷ୍ୟ ଏବଂ ସମୟର ବାସ୍ତବିକ କୁ ଜାଣିବା ତଥା ତାକୁ ସମତୁଲ ଭାବେ ତୋଳି ରଖିବା ପାଇଁ ଚେଷ୍ଟା ଚଳେଇ ଆସିଛି।

ଯାହା କି ମୁଁ ମୋ ଜୀବନରେ ଗୋଟିଏ ବଡ ଅଫିସର ହେବାର ସପ୍ନ ତ ରଖିଛି କିନ୍ତୁ ଏ ସମୟ ଏବଂ ଏ ସ୍ଥିତି ଭିତ୍ତିକ ବୋଝ ମୋତେ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ମୋ ଧର୍ଯ୍ୟ କୁ ସେ ବାନ୍ଧି ରଖିଥିବ ନା ନାହିଁ ତାହା ମୋତେ ଅଜଣା।

କିନ୍ତୁ ମୁଁ ମୋ ଚେଷ୍ଟାରେ ଅସଫଳ ହେବାକୁ ଚାହେଁ ନାହିଁ ଏବଂ ଭଗବାନ ମୋତେ ସାହାସ ଦିଅନ୍ତୁ କି ମୁଁ ମୋର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ମୋତେ ଉଚ୍ଚ କୋଟୀର ଆଶା ଏବଂ ଭରସା ଦେଇ ଚାଲନ୍ତୁ ।

ମୋ କର୍ତ୍ତବ୍ୟ ରେ ମୁଁ ଅବହେଳା କରିବି ନାହିଁ କିନ୍ତୁ ମୋତେ ସେତିକି ସମୟ ଦେବା ପାଇଁ ମୁଁ ଭଗବାନ ଙ୍କ ପାଖରେ ଆଶା ରଖିଛି ।

ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହା ସତ ହେବ ଏବଂ ସତ ପାଖରେ ପହଞ୍ଚିବା ପାଇଁ ମୁଁ ମୋ ଚେଷ୍ଟା କୁ ବହୁ ଗୁଣିତ କରିବା ପାଇଁ ମଧ୍ୟ ପଛେଇବି ନାହିଁ।

ତେବେ ମୋର ବିଶ୍ବାସ କୁ ଭଗବାନ ଶକ୍ତି ଦିଅନ୍ତୁ। ଯେମିତି ମୁଁ ମୋ ଲକ୍ଷ୍ୟ ସ୍ଥଳରେ ଶୀଘ୍ର ପହଞ୍ଚି ପାରିବି ।

ତେବେ ମୋର ଏହି ଅର୍ଟିକଲ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *